ଯାତ୍ରୀ ବିଶ୍ରାମଗାରରୁ ଯୁବକଙ୍କ ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଡୁମିରିପୁଟ ରେଳ ଷ୍ଟେସନର ଯାତ୍ରୀ ବିଶ୍ରାମଗାରରେ ଥିବା ଏକ ଶୌଚାଳୟରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ରେଳପଥ ଦୋହରିକରଣ କାର୍ଯ୍ୟରେ ସେ ନିୟୋଜିତ ଥିବା ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଜିଆରପି ପକ୍ଷରୁ ମୃତଦେହକୁ ଜବତ କରାଯାଇ ତଦନ୍ତ କରାଯାଉଥିବା ଜଣାପଡିଛି ।

Leave A Reply

Your email address will not be published.

nineteen − 4 =