ନିଆଁ ଲାଗି ଜଳିଗଲା ଆଖୁ ଫସଲ

ତିଗିରିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବାଲି ଅମ୍ବା ଗ୍ରାମରେ ବୁଧବାର ରାତିରେ ଆଖୁ କିଆରିରେ ନିଆଁ ଲାଗିଯାଇ ଏକର ଏକର ଜମିରେ ହୋଇଥିବା ଆଖୁ ଫସଲ ଜଳି ଯାଇଥିବା ଖବର ମିଳିଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

Leave A Reply

Your email address will not be published.

five × three =