Browsing Tag

tigiria news

କାନ୍ଥରେ ପିଟି ହେଲା କାର୍ : ୪ ମୃତ

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଗଦାଧରପୁର ବିନ୍ଧାଣୀମା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିବାହ ଭୋଜି ଖାଇ ଫେରୁଥିବା ବେଳେ କାରଟି ଏକ ଘରର କାନ୍ଥରେ ପିଟି ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ହୋଇଥିଲା ଯେ, ଘରର କାନ୍ଥ ସମ୍ପୂର୍ଣ୍ଣ
Read More...

ପୋଖରୀରେ ବୁଡ଼ି ଶିଶୁ ମୃତ

ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୂର ପଞ୍ଚାୟତ କୋଇଲି କନ୍ୟା ଗ୍ରାମର ହନୁମନ୍ତିଆ ସାହି (ଜୟମଙ୍ଗଳ) ପୋଖରୀରେ ବୁଡ଼ି ତିନି ବର୍ଷର ଶିଶୁ ପୁତ୍ରର ମୁତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ଜଣକ ଉକ୍ତ ଗ୍ରାମର ସନାତନ ମନ୍ତ୍ରୀଙ୍କ ୩ ବର୍ଷର ପୁଅ ଦୀପକ ବୋଲି ଜଣାପଡିଛି । ସାମାନ୍ୟ
Read More...

ନିଆଁ ଲାଗି ଜଳିଗଲା ଆଖୁ ଫସଲ

ତିଗିରିଆ : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବାଲି ଅମ୍ବା ଗ୍ରାମରେ ବୁଧବାର ରାତିରେ ଆଖୁ କିଆରିରେ ନିଆଁ ଲାଗିଯାଇ ଏକର ଏକର ଜମିରେ ହୋଇଥିବା ଆଖୁ ଫସଲ ଜଳି ଯାଇଥିବା ଖବର ମିଳିଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି
Read More...

କଳିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ତିଗିରିଆ : ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ ସ୍ଥିତ କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା କୁଙ୍କୁମିତା ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ତହସିଲଦାର ପ୍ରମୋଦ କୁମାର ବାସ୍କେ,
Read More...

ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ୨୨ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଯାପିତ

ତିଗିରିଆ : ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ତିଗିରିଆ ନିଜିଗଡ଼ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ୨୨ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁଧାଂଶୁବାଳା ଦାସଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦଯାପନୀ ଦିବସରେ ମୁଖ୍ୟ
Read More...

ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିର ଉଦ୍‌ଘାଟିତ

ତିଗିରିଆ : ତିଗିରିଆ ନିଜିଗଡ଼ ପଞ୍ଚାୟତ ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ (ସଂଯୁକ୍ତ ବିଭାଗ)ର ୭ ଦିନିଆ ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବିରର ଉଦ୍‌ଘାଟନୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଧାଂଶୁବାଳା ଦାସଙ୍କ
Read More...

୨ ବାଇକ୍ ମୁହାଁମୁହିଁ ଧକ୍କା, ୧ ଗୁରୁତର

ତିଗିରିଆ : ଆଜି ମଧ୍ୟାହ୍ନ ସମୟରେ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ନୂଆସଡକ ଠାରେ ଖୁଣ୍ଟୁଣି ନରସିଂହପୁର ୬୫ ନମ୍ଵର ରାଜ୍ୟ ରାଜପଥରେ ୨ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ରାଜୁ ବେହେରା(୧୭)
Read More...

ମହାନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ବଡ଼ନାଉପୁଟ ପଞ୍ଚାୟତର ବଉଳାଙ୍ଗ ଗ୍ରାମର ଜଣେ ବୃଦ୍ଧା ଶୌଚ ହେବାଲାଗି ମହାନଦୀକୁ ଯାଇ ପାଣିରେ ବୁଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହିତ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ସୂଚନା ଅନୁଯାୟୀ,
Read More...