pakka

ପୋଖରୀରେ ବୁଡ଼ି ଶିଶୁ ମୃତ

bbehera

ତିଗିରିଆ : ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୂର ପଞ୍ଚାୟତ କୋଇଲି କନ୍ୟା ଗ୍ରାମର ହନୁମନ୍ତିଆ ସାହି (ଜୟମଙ୍ଗଳ) ପୋଖରୀରେ ବୁଡ଼ି ତିନି ବର୍ଷର ଶିଶୁ ପୁତ୍ରର ମୁତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶିଶୁ ଜଣକ ଉକ୍ତ ଗ୍ରାମର ସନାତନ ମନ୍ତ୍ରୀଙ୍କ ୩ ବର୍ଷର ପୁଅ ଦୀପକ ବୋଲି ଜଣାପଡିଛି । ସାମାନ୍ୟ ଅସାବଧାନତା କାରଣରୁ ଏହି ଘଟଣା ଘଟିଥିବା ଖବର ମିଳିଛି ।

jay balangir
Leave A Reply

Your email address will not be published.

nineteen − fourteen =