ଭିଜିଲାନ୍ସ ଜାଲରେ ଧରାପଡିଲେ ଜାମସେଠ ଆର୍‌ଆଇ

ବରଗଡ : ବରଗଡ ଜିଲ୍ଲାର ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ଆର୍‌ଆଇ ଡମ୍ବରୁଧର ସେଠ ଭିଜିଲାନ୍ସ ଜାଲରେ ଧରାପଡିଥିବା ଜଣାପଡିଛି । ସୂଚନା ଅନୁସାରେ ଜମି ବାବଦ ରିପୋର୍ଟ ପାଇଁ ୨୦ ହଜାର ଲାଞ୍ଚ ଦାବୀ କରିଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ତାଙ୍କ ବେସରକାରୀ ସହଯୋଗୀ ମାଝି ବାବୁଠାରୁ ରାସାୟନିକ ପ୍ରଲେପଦିଆ ଟଙ୍କାତକ ଜବତ କରିଥିଲେ । ଅଭିଯୁକ୍ତ ଆର୍‌ଆଇ ସେଠ ଓ ମାଝୀଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟରେ ହାଜର କରିଥିବା ଜଣାପଡିଛି ।

Leave A Reply

Your email address will not be published.

seventeen − seven =