om academy

ତାଳପଦର ସ୍କୁଲ ପରିଦର୍ଶନ କଲେ ଜିଲ୍ଲାପାଳ

ମନମୁଣ୍ଡା : ବୌଦ୍ଧ ବ୍ଲକ ତାଳପଦର ପ୍ରାଥମିକ ବିଦ୍ୟାଳୟ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ସୋମବାର ପରିଦର୍ଶନ କରିଥିଲେ । ଜିଲ୍ଲାପାଳ ଶ୍ରୀ ସାହୁ ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହ ବୁଲି ଦେଖିବା ସହ ମଧ୍ୟାହ୍ନ ଭୋଜନ ଚାଉଳ ଯାଞ୍ଚ କରିଥିଲେ । ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଛାତ୍ରଛାତ୍ରୀଙ୍କୁ ପାଠ୍ୟ ବିଷୟ ଉପରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ପିଡିଡିଆରଡିଏ ଅଶ୍ଵନି କୁମାର ମେହେର, କନିଷ୍ଠ ଯନ୍ତ୍ରୀ ରୀନା ମହାନନ୍ଦ, ସରପଞ୍ଚ ପ୍ରତିନିଧି ଦିଲୀପ କୁମାର ମେହେର ଓ ଗ୍ରାମବାସୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × three =