ମୁଖ୍ୟ ଶାସନ ସଚିବଙ୍କ ଦେଓମାଳି ଗସ୍ତ

କୋରାପୁଟ : କୋରାପୁଟ ଜିଲ୍ଲା ଦେଓମାଳିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସେଠାରେ ସେ ପାଇନ ଚାରା ପ୍ରତିରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହିତ ସେଠାରେ ହେଉଥିବା ଇକୋ ଟୁରିଜିମ୍ କଟେଜ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆଗକୁ ସେଠାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟଗୁଡିକ ସମ୍ପର୍କରେ ଜିଲ୍ଲାପାଳ ଅବଦୁଲ୍ ଏମ ଅଖତର ଓ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଏହାପରେ ସେ କୋଟିଆ ଓ ବିଭିନ୍ନ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

six + 4 =