Browsing Tag

kantabanji news

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌.ରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ କେଭି କଲେଜର ଛାତ୍ରୀ ସବୀନା

କଂଟାବାଂଜି, (ମନିଶ କୁମାର ହଂସ) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଏମ୍‌.କମ୍‌.ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି କଂଟାବାଂଜି କେ.ଭି. କଲେଜର ଛାତ୍ରୀ ସବୀନା ପର୍‌ବିନ୍‌ । କେଭି କଲେଜରେ ପ୍ରଥମ ବ୍ୟାଚ୍‌ ଓଡ଼ିଆ ଓ ବାଣିଜ୍ୟ ବିଭାଗରେ ସ୍ନାତକୋତ୍ତର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା…
Read More...

କଂଟାବାଂଜି ପୋଲିସକୁ ମିଳିଲା ବଡ଼ ସଫଳତା : ୨୮ଟି ଚୋରି ମୋଟର ସାଇକଲ ଜବତ, ମାଷ୍ଟର ମାଇଣ୍ଡ ଶଳା ଭିଣୋଇ ସହ ଚାରି ଜଣ…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ପୋଲିସ ଦ୍ୱାରା ଶୁକ୍ରବାର ଅପରାହ୍ନରେ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ପୋଲିସ ଦ୍ୱାରା ୨୮ଟି ଚୋରି ହୋଇଥିବା ମୋଟର ସାଇକଲ ଉଦ୍ଧାର କରାଯିବା ସହ ଏଥିରେ ସଂପୃକ୍ତ ଥିବା…
Read More...

ବିଜେଡି ଜନସଚେତନତା କାର୍ଯ୍ୟକ୍ରମ ଉଦଯାପିତ

କଣ୍ଟାବାଞ୍ଜି, (ମନୀଷ ହଂସ) : ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ଚାଲିଥିବା ଅକ୍ଟୋବର ୨ ତାରିଖ ଠାରୁ ନଭେମ୍ବର ୨ ପର୍ୟ୍ୟନ୍ତ ବିଜେଡି ଜନସଚେତନତା କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି । ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ…
Read More...

ବଲାଙ୍ଗିର ରାଜ୍ୟ ରାଜପଥ ନଂ.୪୨ କୁର୍ଲିଠାରେ ବିରାଟ ଗାତ : ଯଥାଶୀଘ୍ର ମରାମତି ଦାବୀ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ବଲାଙ୍ଗିର ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ନଂ.୪୨ ଚଳିତ ବର୍ଷା ଋତୁରେ ସ୍ଥାନେ ସ୍ଥାନେ ବିରାଟ ଗାତମାନ ହୋଇଛି । ରାସ୍ତାର ଉଭୟ ପାଶ୍ୱର୍ଗୁଡିକରେ ଗାତ ମାନ ହୋଇଥିବାରୁ ଦୈନିକ ଛୋଟବଡ ଦୁର୍ଘଟଣାମାନ ହେଉଛି । ଏପରିକି…
Read More...

ମନରେଗା ଯୋଜନାର ପାଉଣା ମିଳି ନ ଥିବା ଅଭିଯୋଗ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରୁ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ତୁରେକେଲା ବ୍ଲକ କୁଇବାହାଲ ପଂଚାୟତର ସମରସିଂ ଗ୍ରାମରେ ମନରେଗା ଯୋଜନାରେ କାମ କରିଥିବା ଶ୍ରମିକମାନଙ୍କୁ ଟଙ୍କା ମିଳି ନ ଥିବା ବିଷୟ ଶନିବାର ଦିନ ଅଭିଯୋଗ କରିଛନ୍ତି । ଖବର…
Read More...

ମାଝୀପଡା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଂଟାବାଂଜି, (ମନୀଶ କୁମାର ହଂସ) : ସାରା ଭାରତ ବର୍ଷର ରାଜ୍ୟ ଓ ଲୋକମାନଙ୍କୁ ଦେଶଭକ୍ତିର ଏକତାର ଡୋରିରେ ବାନ୍ଧି ଏକ ଅଖଣ୍ଡ ଦେଶ ଗଠନ କରିବାର ଜନନାୟକ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ତୁରେକେଲା ବ୍ଳକ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଭରଚୁଆଲ…
Read More...

ମା’ର ଚିକିତ୍ସା ପାଇଁ ଭାଇଭଉଣୀ ସାଜିଲେ ଦାଦନ ଶ୍ରମିକ : କରୋନା କଟକଣା ସତ୍ୱେ ଗଲେ ଇଟା ଗଢି

କଂଟାବାଂଜି, (ମନିଶ କୁମାର ହଂସ) : ଦୀର୍ଘ ଦୁଇ ତିନି ବର୍ଷ ହେଲା ମା’ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଖଟରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛି । ଅଭାବ ଅନାଟନ ମଧ୍ୟରେ ରୋଜଗାରଶୂନ୍ୟ ଜଂଗଲୀ ଗାଁରେ ବସବାସ କରୁଥିବା ପରିବାର ଚିକିତ୍ସା ପାଇଁ ତୁରେକେଲା, କଂଟାବାଂଜି ଡାକ୍ତରଖାନାକୁ ଯାଇ ଯାଇ…
Read More...

କଂଟାବାଂଜି ପୋଷ୍ଟାଲ ଏଜେଂଟଙ୍କ ଦ୍ୱାରା ବିଶ୍ୱ ମିତବ୍ୟୟିତା ଦିବସ ପାଳିତ

କଂଟାବାଂଜି, (ମନିଶ କୁମାର ହଂସ) : ସାରା ଭାରତବର୍ଷରେ ପୋଷ୍ଟାଲ୍‌ ବିଭାଗ ଦ୍ୱାରା ଶୁକ୍ରବାର ଦିନ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଛି । ଏହି ଅବସରରେ କଂଟାବାଂଜି ପୋଷ୍ଟାଲ ବିଭାଗ ଅଧୀନରେ ଥିବା ପୋଷ୍ଟାଲ ଏଜେଂଟମାନେ ମଧ୍ୟ ସାମିଲ୍‌ ହୋଇ ବିଶ୍ୱ ମିତବ୍ୟୟିତା ଦିବସ ପାଳନ କରିଛନ୍ତି ।…
Read More...

ସରକାରଙ୍କ ନିର୍ଦ୍ଦେଶ : ତୁରେକେଲା ବ୍ଲକର ୩ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ହେବ ବନ୍ଦ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓପ୍ରବଣ ଅଂଚଳର ୩ଟି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ୧୪ଗୋଟି ବ୍ଲକର ୧୯୨ ଗୋଟି ସରକାରୀ ପ୍ରାଥମିକ…
Read More...

ନିଟ୍ ପରୀକ୍ଷାରେ ସଫଳତା ହାସଲ କଲେ ସାହିଲ ଅଗ୍ରୱାଲ

ବଙ୍ଗୋମୁଣ୍ଡା/କଣ୍ଟାବାଞ୍ଜି ( ଅର୍ଜୁନ କୁମାର ହଂସ ଓ ମନୀଷ ହଂସ)- ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା(ନିଟ୍) ରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ସାହିଲ ଅଗ୍ରୱାଲ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ୭୨୦ ମାର୍କ ରୁ ୬୬୬ ମାର୍କ ରଖି ସେ ଜିଲ୍ଲା ତଥା ସହର ପାଇଁ ଗୌରବ…
Read More...