Browsing Tag

kantabanji news

୨୨ଦଫା ଦାବୀ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନର ବନ୍ଦ ଡାକରା : କଂଟାବାଂଜିରେ ଦୁଇ ଚକିଆ ଯାନ ଚଳାଚଳ, ଡେଲି ମାର୍କେଟ…

କଂଟାବାଂଜି, (ମନିଶ କୁମାର ହଂସ) : ମୋଦୀ ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଆହ୍ୱାନ କ୍ରମେ କଂଟାବାଂଜି ସହରରେ ମଧ୍ୟ ଗୁରୁବାର ଦିନ ବନ୍ଦ ପାଳିତ ହୋଇଛି । ସକାଳ ସାଢେ ୬ଟାରୁ ସ୍ଥାନୀୟ ଇଂଦିରା ଛକ ନିକଟରେ ଟାୟର ଜାଳି…
Read More...

କଂଟାବାଂଜି ସହରାଂଚଳରେ ଚୋରୀ ରାହାଜାନୀ ବଢ଼ୁଛି, ପୋଲିସ ନିଷ୍କ୍ରିୟ : ବ୍ୟାଙ୍କ ପରିସରରୁ ଝାଂପି ନେଲେ ୭ ଲକ୍ଷ ୩୮…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହରର ମୁଖ୍ୟ ପେଣ୍ଠସ୍ଥଳିରେ ଥିବା ଆନ୍ଧ୍ରା ବ୍ୟାଙ୍କ ଶାଖା ପରିସରରୁ ଦୁଇ ଜଣଙ୍କଠାରୁ ୭ ଲକ୍ଷ ୩୮ ହଜାର ଟଙ୍କା ମଂଗଲବାର ଦ୍ୱିପ୍ରହରରେ ଝାମ୍ପିନେଲେ ଦୁବୃର୍ତ୍ତ । ମିଳିଥିବା ସୂଚନାରୁ ଜଣାଯାଏ ଯେ ବେଲପଡା ଥାନା ମଧ୍ୟପୁର ଗାଁର ରାଜାରାମ…
Read More...

୫ ଦିନ ହେଲା ତୁରେକେଲା ଥାନା ଅଂଚଳରେ ବଣୁଆ ହାତୀଙ୍କ ଉପଦ୍ରବ : ଚାଷୀଙ୍କ ଫସଲ ନଷ୍ଟ : ହାତୀ କରିଡର କରିବା ପାଇଁ…

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରକେଲା ଥାନା ଅଂଚଳର ବିଭିନ୍ନ ଗାଁରେ ୫ ଦିନ ହେଲା ବଣୁଆ ହାତୀ ଆସି ଚାଷୀମାନଙ୍କ ଅମଳ ହୋଇଥିବା ଧାନ ଚାଷ ଖାଇବାରେ ଲାଗିଛନ୍ତି । କଂଟାବାଂଜି ଫରେଷ୍ଟ ରେଂଜ ଅଧୀନସ୍ଥ ରାଜୁ ରିଜର୍ଭ ଫରେଷ୍ଟ ଅଂଚଳର ତୁରେକେଲା ପଂଚାୟତ ଗଂଜାଗୁଉଡାର,…
Read More...

ଗାଧୋଇବା ବେଳେ ଅଘଟଣ : ପୋଖରୀରେ ବୁଡ଼ିଗଲେ ବୃଦ୍ଧା

କଣ୍ଟାବାଞ୍ଜି, (ମନିଶ କୁମାର ହଂସ) : ଗାଧୋଇବା ବେଳେ ଅଘଟଣ ଘଟିଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପଙ୍ଗନିଆ ଗ୍ରାମର ଜଣେ ବୃଦ୍ଧା ଗାଧୋଇବା ବେଳେ ପାଣିରେ ବୁଡି ପ୍ରାହଣ ହରାଇଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ପଙ୍ଗନିଆ ଗ୍ରାମର ଚନ୍ଦ୍ରମଣି ବେନିଆଁଙ୍କ ପତ୍ନୀ ଦୂର ବେନିଆଁ…
Read More...

କଂଟାବାଂଜି ସାମ୍ବାଦିକ ସଂଘ ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳିତ

କଂଟାବାଂଜି, (ମନୀଶ କୁମାର ହଂସ) : ସାମ୍ବାଦିକ ସଂଘ କଂଟାବାଂଜି ଦ୍ୱାରା ଜାତୀୟ ପ୍ରେସ ଦିବସ ସ୍ଥାନୀୟ ଡାକ ବଂଗଳାରେ ସୋମବାର ଅପରାହ୍ନରେ ପାଳିତ ହୋଇଛି । ଏହି ଅବସରରେ ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସଂଘର ବିଭିନ୍ନ ସମସ୍ୟା…
Read More...

ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

କଂଟାବାଂଜି,(ମନୀଶ କୁମାର ହଂସ) : କରୋନା ମହାମାରୀ ଯୋଗୁଁ ପ୍ରଥମ ଥର ପାଇଁ ଶିଶୁଙ୍କ ଅନୁପସ୍ଥିତି ରେ ଭରଚୁଆଲି ମୋଡରେ ସାମାଜିକ ଦୂରତା ସହିତ ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତ ର ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ବିରଞ୍ଚି…
Read More...

କଂଟାବାଂଜି ସବ୍‌ ଜେଲ ଅନ୍ତେବାସୀଙ୍କୁ ଦୀପାବଳି ମିଷ୍ଠାନ ଦେଇ ଶୁଭେଚ୍ଛା ଜଣାଇଲେ ବିଧାୟକ ସାଲୁଜା

କଂଟାବାଂଜି,(ମନୀଶ କୁମାର ହଂସ) : କଂଟାବାଂଜି ସବ୍‌ ଜେଲ ଅନ୍ତେବାସୀମାନଙ୍କୁ ଶନିବାର ଦିନ ବିଧାୟକ ସନ୍ତୋଷ ସିଂ ସାଲୁଜା ଦୀପାବଳି ପର୍ବ ଅବସରରେ ଜେଲରେ ସାକ୍ଷାତ କରି ସମସ୍ତଙ୍କୁ ମିଷ୍ଟାନ୍ନ, ସାନିଟାଇଜର ଓ ମାସ୍କ ବଂଟନ କରିଛନ୍ତି । ଏହି ଅବସରରେ ଜେଲରେ ଥିବା ୬୦ ଜଣ ଅନ୍ତେବାସୀଙ୍କୁ…
Read More...

ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଦାଦନ ଶ୍ରମିକ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ପୋଲିସ ଦ୍ୱାରା ୪୮ ଦାଦନ ଶ୍ରମିକ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨୫ ପୁରୁଷ ଓ ୨୩ ମହିଳା ରହିଛନ୍ତି । ଶ୍ରମିକଙ୍କ ସହ ୮ ଶିଶୁ ମଧ୍ୟ ଉଦ୍ଧାର ହୋଇଥିବା କୁହାଯାଇଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ…
Read More...

ବିଧାୟକ ସାଲୁଜାଙ୍କ ଦ୍ୱାରା ୧୨୮ ଜଣଙ୍କୁ ଜଂଗଲ ଜମି ସ୍ୱୀକୃତି ପଟ୍ଟା ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ୧୨୮ଜଣ ଜଂଗଲ ଜମିରେ ବସବାସ କରୁଥିବା ଘରଡିହହୀନ ବ୍ୟକ୍ତିମାନଙ୍କୁ ଜଂଗଲ ଜମି ସ୍ୱୀକୃତି ପଟ୍ଟା ବଂଟନ କରାଯାଇଛି । ବ୍ଲକ ପରିସରରେ ଆୟୋଜିତ ନିରାଡମ୍ବର କାର୍ଯ୍ୟକ୍ରମରେ ସ୍ଥାନୀୟ କଂଟାବାଂଜି ବିଧାୟକ…
Read More...

କଂଟାବାଂଜିରେ ଅନୁଷ୍ଠିତ ହେଲା କଂଗ୍ରେସ କର୍ମୀ ସମାବେଶ

କଂଟାବାଂଜି, (ମନିଶ କୁମାର ହଂସ) : ସ୍ଥାନୀୟ ଜୈନ ଭବନରେ କଂଗ୍ରେସ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏଥିରେ ଅଧ୍ୟକ୍ଷତା କରିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଏଥିରେ ଜିଲ୍ଲା ସଭାପତି ଦିଲୀପ ବେହେରା ମୁଖ୍ୟ ଅତିଥି ଭାବେ ଓ କଂଗ୍ରେସ ପ୍ରବକ୍ତା ସାନନ୍ଦ ମିଶ୍ର,…
Read More...