Browsing Tag

kantabanji news

ଡୁମେରଚୁଆଁ ଏମ୍‌ଆଇ ଡେମ୍‌ରୁ ହାତୀ ଶାବକର ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ସହର ଉପକଣ୍ଠସ୍ଥ ଡୁମେରଚୁଅାଁ ଏମ୍‌ଆଇ ଡେମ୍‌ ପରିସରରୁ ଏକ ହାତୀ ଶାବକର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଏହି ଖବର ପାଇ କଂଟାବଂଜି ଫରେଷ୍ଟ ରେଂଜ ବିଭାଗ ଶନିବାର ଭୋର୍‌ ସକାଳୁ ଖବର ପାଇ ଘଟଣାସ୍ଥଳରେ ପହଂଚି ଅଧିକ ଅନୁସଂଧାନ କରିଛି ।…
Read More...

୨୨ ଜଣ ଦାଦନ ଶ୍ରମିକ ଉଦ୍ଧାର : ଦାଦନ ସର୍ଦ୍ଦାର ଫେରାର୍‌

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ମୁଠେ ଦାନା ପାଇଁ ହଜାର ହଜାର ଶ୍ରମିକ ଦାଦନ ଖଟିବା ସହ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡିଥାଆନ୍ତି । ତେବେ ଆଜି ୨୨ଜଣ ଦାଦନ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରିଛି । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼…
Read More...

କଂଟାବାଂଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିନ୍ଦା : କୃଷକମାନଙ୍କ ବନ୍ଦ ଡାକରାରେ ଆଳୁ, ପିଆଜ ବସ୍ତା…

କଂଟାବାଂଜ. (କେପିଏନ୍‌ଏସ୍‌) : କଂଟାବାଂଜି ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୃଷକମାନଙ୍କ ବନ୍ଦ ଡାକରାରେ ଆଳୁ, ପିଆଜ ବସ୍ତା ତଥା ଓମଫେଡ୍‌ କ୍ଷୀର ଫୋପାଡିଥିବା ଅଭିଯୋଗ କରି ନିନ୍ଦା କରାଯାଇଛି । ଚାଷୀମାନଙ୍କ ହକ୍‌ ପାଇଁ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ…
Read More...

ହାତୀପଲଙ୍କ ଉତ୍‌ପାତରେ ଲୋକେ ଅତି‌ଷ୍ଟ : ଖାଇଗଲେ ଧାନ, ଫସଲ ନଷ୍ଟ କଲେ

କଣ୍ଟାବାଞ୍ଜି, (ମନୀଶ କୁମାର ହଂସ) : ହାତୀପଲଙ୍କ ଉତ୍‌ପାତରେ ଲୋକେ ଅତି‌ଷ୍ଟ ହେଉଛ‌ନ୍ତି । ସୂଚନା ଅନୁସାରେ ତୁରେକେଲା ଝରଣି ପଞ୍ଚାୟତରେ ହାତୀପଲ ଉପଦ୍ରବ କରିଥିବା ସୂଚନାରେ କୁହାଯାଇଛି । ରାମଡ଼, ରାଉତମୁଣ୍ଡା ଗାଁରେ ୩୦ ଟିକିଆ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଖଳାରେ ଗଦା…
Read More...

କେନ୍ଦ୍ରର କୃଷକ ବିଲ ବିରୋଧରେ ବନ୍ଦ ଡାକରା କଂଟାବାଂଜିରେ ସଫଳ : ସମର୍ଥନ ଜଣାଇଲା କଂଗ୍ରେସ ଓ ସିପିଆଇ

କଂଟାବାଂଜି, (ମନିଶ କୁମାର ହଂସ) : କେନ୍ଦ୍ରର କୃଷକ ବିଲ୍‌ ବିରୋଧରେ ବନ୍ଦ ଡାକରା ମଂଗଲବାର ଦିନ କଂଟାବାଂଜିରେ ମଧ୍ୟ ସଫଳ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ସହରର ସମସ୍ତ ଦୋକାନ ବଜାର, ବ୍ୟବସାୟିକ ଅନୁଷ୍ଠାନ ଏବଂ ସମସ୍ତ ବ୍ୟାଙ୍କ ତଥା ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା । ସକାଳ…
Read More...

ତୁରେକେଲା ଥାନା ଅଂଚଳରେ ପୁଣି ହାତୀ ଆତଙ୍କ : ପବିତ୍ର ମାଝିଙ୍କ ଘର ଭାଙ୍ଗିଲେ, ଉଜାଡିଲେ ପନିପରିବା ଚାଷ, କଦଳି ଗଛ

କଂଟାବାଂଜି, (ମନିଶ କୁମାର ହଂସ) : ତୁରେକେଲା ଥାନା ତଥା କଂଟାବାଂଜି ଫରେଷ୍ଟ ରେଂଜ ଅଧୀନସ୍ଥ ମହୁଲପାଟି ଯୋର୍‌ଖଣିଆ ପଡାର ପବିତ୍ର ମାଝଙ୍କ ଘରକୁ ଶନିବାର ରାତିରେ ହାତୀପଲ ଭାଙ୍ଗିଦେବା ସହ ଧାନ ଖରି ଓ ବାଡିର ପନିପରିବା ଚାଷକୁ ନଷ୍ଟ କରିଥିବା ଜଚ୍ଚାପଡ଼ିଛି । ପବିତ୍ର ମାଝିଙ୍କ…
Read More...

ତୁରେକେଲା ବ୍ଲକରେ କିସ୍‌ ଛାତ୍ରୀଛ୍ରାଙ୍କୁ ପାଠ୍ୟପୁସ୍ତକ, ପୋଷାକ, ଶୁଖିଲା ଖାଦ୍ୟ ବଂଟନ

କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ୧୯ଗୋଟି ବିଭିନ୍ନ ପଂଚାୟତରେ ଭୁବନେଶ୍ୱର କିସ୍‌ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ପାଠ୍ୟ ପୁସ୍ତକ, ପାଠ୍ୟ ଉପକରଣ, ପୋଷାକ, ଶୁଖିଲା ଖାଦ୍ୟ ରବିବାର ଦିନ କଂଟାବାଂଜିଠାରେ ବଂଟନ କରାଯାଇଛି ।…
Read More...

ମୋ’ ସ୍କୁଲ ଅଭିଯାନର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

କଂଟାବାଂଜି, (ମନୀଶ କୁମାର ହଂସ) : ସରକାରଙ୍କ ମୋ ସ୍କୁଲ ଅଭିଯାନ ୨୦୧୭ ମସିହାରୁ ଆରମ୍ଭ ହୋଇଥିଲେ ହେଁ ଅନେକ ବିଦ୍ୟାଳୟରେ ଏହା କାର୍ୟ୍ୟକାରୀ ହୋଇ ପାରିନାହିଁ । ଏହି କାର୍ୟ୍ୟକ୍ରମରେ ବିଦ୍ୟାଳୟମାନଙ୍କରେ ପଢି ସାରିଥିବା ପୁରୁଣା ଛାତ୍ରଛାତ୍ରୀ ତଥା ବଦାନ୍ୟ ଶିକ୍ଷାପ୍ରେମୀମାନଙ୍କ ଠାରୁ…
Read More...

କଂଟାବାଂଜି ଏନ୍‌ଏସି ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ -୨୦୨୧ ପ୍ରଶିକ୍ଷଣ ଶୁଭାରମ୍ଭ

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି ଏନଏସି ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ପ୍ରଶିକ୍ଷଣର ଶୁଭାରମ୍ଭ କାର୍ଯ୍ୟାଳୟର କନଫରେନ୍ସ ହଲରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଫେଇ କର୍ମଚାରୀ, ସ୍ୱଚ୍ଛସାଥୀ ଓ ଏନଏସି କର୍ମଚାରୀମାନଙ୍କ ନିମନ୍ତେ ବଡ ଖାନା କରାଯାଇଛି…
Read More...

କଂଟାବାଂଜି ଜିଆର୍‌ପି ପୋଲିସ ଦ୍ୱାରା ଗତ ରାତିରେ ୫୬ ପୁରୁଷ,୧୮ ମହିଳା ସହ ୧୩ ନାବାଳକ ଦାଦନ ଶ୍ରମିକ ଉଦ୍ଧାର : ୩ ଦାଦନ…

କଂଟାବାଂଜି, (ମନିଶ କୁମାର ହଂସ) : ମଂଗଳବାର ରାତି ସାଢେ ୧୧ଟା ସମୟରେ କଂଟାବାଂଜି ଓ ଟିଟିଲାଗଡ ଜିଆର୍‌ପି ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମିଳିତ ଭାବେ ପ୍ଲାଟ ଫର୍ମ ନଂ.୨ରେ ଚଢାଉ କରି ୭୪ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିଛି । ସମସ୍ତ ୭୪ଜଣ ଦାଦନ ଶ୍ରମିକଙ୍କ ମଧ୍ୟରୁ ୫୬ ଜଣ ପୁରୁଷ,୧୮…
Read More...