ନୂତନ ବର୍ଷ ୨୦୨୧ରେ ବିଧାୟକ ସାଲୁଜା ନିର୍ବାଚନ ମଣ୍ଡଳିର ବିଭିନ୍ନ ମଂଦିର ବୁଲି ଆଶୀର୍ବାଦ ଭିକ୍ଷା କଲେ
କଂଟାବାଂଜି, (ମନିଶ କୁମାର ହଂସ) : ନୂତନ ବର୍ଷ ୨୦୨୧ରେ ଜନସାଧାରଣଙ୍କୁ ଶୁଭେଛା ଜଣାଇବା ସହ ମଂଦିର ଗୁଡିକ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ପ୍ରାତଃ ସମୟରୁ ସ୍ଥାନୀୟ ଶ୍ରୀଜଗନ୍ନାଥ ମଂଦିରକୁ ଦର୍ଶନ କରିବାକୁ ଯାଇ ମଂଦିର ପରିଚାଳନାର ସଭ୍ୟମାନଙ୍କ ସହ!-->…
Read More...
Read More...