Browsing Tag

kantabanji news

ବେହେରେନ୍‌ସିଲେଟ୍‌ ମଦଭାଟି ଉଛେଦ ଦାବୀରେ ତହସିଲ ଅଫିସ ସମ୍ମୁଖରେ ଅନଶନ : ବେଆଇନ ମଦ ତିଆରି ଅଭିଯୋଗରେ ଭାଟି ମାଲିକ…

କଂଟାବାଂଜି, (ମନିଶ କୁମାର ହଂସ) : ବେହେରେନ୍‌ସିଲେଟ୍‌ ଗାଁ ଠାରୁ ଅନତି ଦୂରରେ ଥିବା ଦେଶୀ ମଦଭାଟିକୁ ସଂପୂର୍ଣ୍ଣ ବନ୍ଦ କରିବା ଦାବୀ କରି ଆଜି ବୁଧବାର ଦିନ ଆମ୍ବେଦକର ଯୁବକ ସଂଘ ଦ୍ୱାରା ତହସିଲ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି । ଆଜି ପୂର୍ବାହ୍ନ ୧୧ଟାରୁ ଏହି ଧାରଣା ଦିଆଯାଇଛି । ସଂଘର…
Read More...

ଶ୍ରମିକ ନେତା ତଥା ଅସହାୟଙ୍କ ସହାୟ ଲଲିତ କୁମାର ନାୟକଙ୍କ ବିୟୋଗରେ ହେମାଲ ସଂଘର ଶୋକସଭା

କଂଟାବାଂଜି, (ମନିଶ କୁମାର ହଂସ) : ପଶ୍ଚିମ ଓଡିଶାର ବିଭିନ୍ନ ଶ୍ରମିକ ସଂଗଠନର ସଭାପତି, ଅଦ୍ୱିତୀୟ ସମାଜସେବୀ, ରକ୍ତଦାତା, ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ଲଲିତ କୁମାର ନାୟକଙ୍କ ବିୟୋଗରେ କଂଟାବାଂଜିର ବିଭିନ୍ନ ଶ୍ରମିକ ସଂଗଠନ ମଧ୍ୟ ମର୍ମାହତ ହୋଇଛି । ସ୍ୱର୍ଗତ ନାୟକଙ୍କ ବିୟୋଗରେ…
Read More...

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଶୋକ ପ୍ରକାଶ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ବିଶିଷ୍ଠ ସମାଜସେବୀ, ଶ୍ରମିକ ନେତା ତଥା ଗରିବ ଖଟିଖିଆଙ୍କ ଚିର ସାଥି ଲଳିତ କୁମାର ନାୟକଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଯୋଗ୍ୟ ଯେ, ଆଜିିଭୋର ୫ଟା ୩୦ ମିନିଟ୍‌ରେ ସମାଜସେବୀ ଲଳିତ…
Read More...

ଜାତୀୟ ସ୍ତର ଗୀତା ପାଠରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜିର କୃତିତ୍ୱ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଗୀତା ପ୍ରଚାର ମଣ୍ଡଳ, ଭାରତ ଦ୍ୱାରା ଆୟୋଜିତ ହୋଇଥିବା ଜାତୀୟ ଗୀତା ପାଠ ପ୍ରତୀଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିର, କଣ୍ଟାବାଞ୍ଜିର ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସମେଷ୍ନା ପ୍ରିୟଦର୍ଶିନି ଗୁରୁ କନିଷ୍ଠ ବର୍ଗରେ ଦଶମ ସ୍ଥାନ ଅଧିକାର କରି…
Read More...

ରେଳ ଲାଇନ୍‌ରୁ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନୀଶ କୁମାର ହଂସ) : କଂଟାବାଂଜି-ରାୟପୁର ସେକ୍ସନର ରେଲୱେ କି.ମି. ଖମ୍ବ ନଂ.୧୭୪/୨ ଓ ୧୭୪/୩ ମହୁଲବାହାଲି ନିକଟରେ ଜଣେ ଅଜଣା ବ୍ୟକ୍ତି(ପାଖାପାଖି ୫୦)ର ମୃତ ଦେହ ରେଳ ଲାଇନ୍‌ କଡ଼ରୁ ଜି.ଆର.ପି. କଂଟାବାଂଜି ଉଦ୍ଧାର କରିଛି । ମୃତକଙ୍କର କୌଣସି ପରିଚୟ ମିଳି ପାରିନାହିଁ ।…
Read More...

ଖବରଦାତା ପ୍ରକାଶ ମହାରଣାଙ୍କ ବିୟୋଗରେ ଶୋକସଭା : ସରକାରୀ ସହାୟତା ପାଇଁ ଦାବୀ, ସାଂବାଂଦିକ ସଂଘ କଂଟାବାଂଜି କଲ୍ୟାଣ…

କଂଟାବାଂଜି, (ମନୀଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡର ଯୁବ ସାଂବାଦିକ ପ୍ରକାଶ ମହାରଣା(୪୫)ଙ୍କ ଅକାଳ ବିୟୋଗରେ ସାଂବାଂଦିକ ସଂଘ କଂଟାବାଂଜି ତରଫରୁ ଏକ ଶୋକସଭା ବୁଧବାର ଦିନ ସ୍ଥାନୀୟ ସାଂବାଦିକ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି । ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରାଙ୍କ…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ଢୋଲମାନ୍ଦଲର ଅନାଥ ଶିଶୁଙ୍କ ପାଖରେ ପହଂଚିଲା ପ୍ରଶାସନ

କଂଟାବାଂଜି, (ମନିଶ କୁମାର ହଂସ) : ଗତ ଡିସେମ୍ବର ୩୦ ତାରିଖ ଦିନ ତୁରେକେଲା ବ୍ଲକ ଢୋଲମାନ୍ଦଲ ଗାଁର ଆଈଙ୍କ ଭରସାରେ ୫ ମା’ବାପା ଛେଉଣ୍ଡ ନାତିନାତୁଣୀ ଦୁର୍ଦ୍ଦିନରେ ରହୁଥିବା ଖବର ‘କୋଶଳ ପ୍ରବାହ’ରେ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ପ୍ରଶାସନ ପାଖରେ ଖବର ପଂହଚିବା ପରେ ପ୍ରଶାସନ ପକ୍ଷରୁ…
Read More...

ସରକାରୀ ସ୍କୁଲର ଛାତ୍ରୀଛାତ୍ରଙ୍କୁ ଅଗ୍ରାଧିକାର ଭିତ୍ତିରେ ମେଡିକାଲ ଓ ନିଟ୍‌ରେ ସଂରକ୍ଷଣକୁ ସ୍ୱାଗତ : ରାଜ୍ୟ ଶିକ୍ଷା…

କଂଟାବାଂଜି, (ମନିଶ କୁମାର ହଂସ) : ସରକାରୀ ସ୍କୁଲରେ ସରକାରୀ କର୍ମଚାରୀ ଏବଂ ଜନ ପ୍ରତିନିଧିଙ୍କ ଝିଅ ପୁଅ ପଢିବାର ବାଧ୍ୟତା ମୂଳକ ସ୍ୱତନ୍ତ୍ର ଆଇନ ହେବା ଉଚିତ । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷା ସଂଘର୍ଷ ମହାସଂଘର ରାଜ୍ୟ ସଂଯୋଜକ ସୁରଥ ବେହେରା ୨୦୧୮ ଅକ୍ଟୋବର ୨ ଗାନ୍ଧୀ…
Read More...

ସାଂବାଦିକ ସଂଘର ନୂତନ ବର୍ଷ ବନ୍ଧୁ ମିଳନ ଓ ବଣଭୋଜି ଅନୁଷ୍ଠିତ

କଂଟାବାଂଜି, (ମନିଶ କୁମାର ହଂସ) : ସାଂବାଦିକ ସଂଘ କଂଟାବାଂଜିର ନୂତନ ବର୍ଷ ପାଳନ ଅବସରରେ ବନ୍ଧୁ ମିଳନ ଏବଂ ବଣ ଭୋଜି ଡୁମେରଚୁଆଁ ସ୍ଥିତ ଏମ.ଆଇ. ପ୍ରୋଜେକ୍ଟରେ ରବିବାର ଦିନ ହୋଇଯାଇଛି । ଏହି ଅବସରରେ ସଂଘର ସଭ୍ୟ ଥିବା ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଏବଂ କଂଟାବାଂଜି ସହରାଂଚଳର…
Read More...

ଝୁଲନ୍ତା ଅବସ୍ଥାରେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି-ତୁରେକେଲା ରାସ୍ତାରେ ଦାବିରୀ ନିକଟରେ ଏକ ଗୋହରିଆ ଗଛରୁ ଝୁଲନ୍ତା ଅବସ୍ଥାରେ ଜଣେ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ତେବେ ମୃତ ଯୁବକଙ୍କ ବୟସ ୨୪ରୁ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଗାଁ ଲୋକେ ଗଛରେ…
Read More...