jsm

ବିଶିଷ୍ଟ ସମାଜସେବୀ ଲଳିତ ନାୟକଙ୍କ ବିୟୋଗରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଶୋକ ପ୍ରକାଶ

csstore

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ବିଶିଷ୍ଠ ସମାଜସେବୀ, ଶ୍ରମିକ ନେତା ତଥା ଗରିବ ଖଟିଖିଆଙ୍କ ଚିର ସାଥି ଲଳିତ କୁମାର ନାୟକଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଯୋଗ୍ୟ ଯେ, ଆଜିିଭୋର ୫ଟା ୩୦ ମିନିଟ୍‌ରେ ସମାଜସେବୀ ଲଳିତ ନାୟକଙ୍କ ଭୁବନେଶ୍ୱର ସ୍ଥିତ ଏମ୍ସରେ ଦେହାନ୍ତ ହୋଇଯାଇଛି । ତାଙ୍କ ଅକାଳ ବିୟୋଗରେ ସାରା ଓଡିଶା ସ୍ତବ୍ଧ ହୋଇଯାଇଥିବା ବେଳେ ବଲାଙ୍ଗିର ମାଟି ଅନେକ କିଛି ହରେଇଛି ବୋଲି ଶ୍ରୀ ସାଲୁଜା ମତ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.