csstore

ଜାତୀୟ ସ୍ତର ଗୀତା ପାଠରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜିର କୃତିତ୍ୱ

କଣ୍ଟାବାଞ୍ଜି, (ମନୀଷ କୁମାର ହଂସ) : ଗୀତା ପ୍ରଚାର ମଣ୍ଡଳ, ଭାରତ ଦ୍ୱାରା ଆୟୋଜିତ ହୋଇଥିବା ଜାତୀୟ ଗୀତା ପାଠ ପ୍ରତୀଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିର, କଣ୍ଟାବାଞ୍ଜିର ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ସମେଷ୍ନା ପ୍ରିୟଦର୍ଶିନି ଗୁରୁ କନିଷ୍ଠ ବର୍ଗରେ ଦଶମ ସ୍ଥାନ ଅଧିକାର କରି କଣ୍ଟାବଞ୍ଜୀର ଗୈାରବ ସ୍ଥାନ ଅଧିକାର କରିପାରିଛନ୍ତି । ସେହିପରି ତାଙ୍କ ବଡ ଭଉଣୀ ତଥା ଶିଶୁ ମନ୍ଦିରର ପୂର୍ବ ଛାତ୍ରୀ ସୁଶ୍ରୀ ବ୍ରଜେସ୍ନା ସ୍ନେହଦର୍ଶିନୀ ଗୁରୁ ବରିଷ୍ଠ ବର୍ଗରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି କୃତିତ୍ୱ ପ୍ରତିଷ୍ଠା କରିପାରିଛନ୍ତି । କଣ୍ଟାବାଞ୍ଜୀର ବିଶିଷ୍ଠ ଆଇନ୍‌ ଜୀବି ଶୀଯୁକ୍ତ ବ୍ରଜଶ୍ୟା ଗୁରୁଙ୍କ ଏହି ଦୁଇ ଝିଅଙ୍କର ସଫଳତାରେ ସ୍ଥାନୀୟ ।

jayashree
Leave A Reply

Your email address will not be published.