ରାଜେନ୍ଦ୍ର ନଗର କ୍ଳବ ଦ୍ଵାରା ଆୟୋଜିତ ଫୁଟବଲ ନକ ଆଉଟ ଟୁର୍ଣାମେଣ୍ଟ ଉଦଯାପିତ
କଣ୍ଟାବାଂଜି, (କୈଳାଶ ସଗ୍ରିଆ) : ସହରର ରାଜେନ୍ଦ୍ର ନଗର ଫୁଟବଲ କମିଟି ଆନୁକୂଲ୍ୟରେ ଦ୍ବିତୀୟ ବର୍ଷର ନକ ଆଉଟ ଫୁଟବଲ ଟୁର୍ଣାମେଣ୍ଟ ଡାଙ୍ଗବାହାଲି ଖେଳ ପଡିଆରେ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହୋଇ ୨୯ ତାରିଖରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ଖେଳରେ ଫିରୋଜ ଖାନ, ସାଧାରଣ!-->…
Read More...
Read More...