Browsing Tag

dhenkanal news

ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲାର ଉପାନ୍ତ ବନଭୂମି ଅଞ୍ଚଳରେ ଥିବା ବେଗା, ଲାଉଲେଇ, ଖଂକୀରାଗ୍ରାମ ପଞ୍ଚାୟତରେ କୃଷିର ଉନ୍ନତି ପାଇଁ ର୍ଦୀଘ ବର୍ଷରୁ ଅଭିଳାଷ ଥିବା ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ଆଜି ବିଧାୟକ ଢେଙ୍କାନାଳ ସୁଧୀର ସାମଲଙ୍କ ଦ୍ୱାରା
Read More...

ଢେଙ୍କାନାଳ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ବୈଠକ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା କୁକୁଡ଼ା ଫାର୍ମ ମାଲିକ ସଂଘ ବୈଠକ ଢେଙ୍କାନାଳ ଗେଙ୍ଗୁଠିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଶ୍ୱନି ବରାଳଙ୍କ ସଭାପତିତ୍ୱରେ ସଭାକର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି କୁକୁଡ଼ା ଫାର୍ମ ମାଲିକ ସଂଘ ରାଜ୍ୟ ଆବାହକ ନୀଳାଚଳ ପରିଡା
Read More...

ବେଗା ପଞ୍ଚାୟତ କରଡାବଣୀ ଗ୍ରାମର ଝିଅ ମାମିନା ପୃଷ୍ଟି ଆଜି ଗଂଦିଆ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ ଭାବେ ଯୋଗ ଦେଲେ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ବେଗା ପଞ୍ଚାୟତ କରଡାବଣୀ ଗ୍ରାମର ଝିଅ ମାମିନା ପୃଷ୍ଟି ଆଜି ଗଂଦିଆ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ (initial appointtee-revised for contractual teacher a regular ised post)ରୂପେ ନିଯୁକ୍ତି ପାଇଛନ୍ତି ।
Read More...

ନେଉଳପୋଇ କାଜୁ ବଗିଚାରେ ବନବିଭାଗର ଚଢାଉ : ୧୫ କେଜି ବରାହ ମାଂସ ସହ ୨ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଷଡଙ୍ଗୀ ବନାଞ୍ଚଳ କପିଳାସ ସଂରକ୍ଷିତ ଜଙ୍ଗଲ ନକଟରେ ଥିବା ନେଉଳପୋଇ କାଜୁ ବଗିଚାରେ ବନବିଭାଗ ଚଢାଉ କରି ୧୫ କେଜି ବରାହ ମାଂସ ସହିତ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ନେଉଳ ପୋଇ କାଜୁ
Read More...

ପହିଲି ଭୋଗ ଆରମ୍ଭ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଗତକାଲିଠାରୁ ଦୀର୍ଘ ଏକ ମାସ ଧରି ପହିଲି ଭୋଗ ଲାଗି କରାଯିବ । ଗତକାଲି ପ୍ରାତଃରୁ ମଙ୍ଗଳ ଆଳତି କରାଯାଇଥିଲା । ମହାସ୍ନାନ, ନୂତନ ବସ୍ତ୍ର ପରିଧାନ, ତୁଳସୀ ହାର, ଫୁଲ ହାରରେ ସୁସଜ୍ଜିତ କରାଯାଇଥିଲା
Read More...

ଢେଙ୍କାନାଳ ଜିଲ୍ଲା ଡ୍ରାଇଭର ସଙ୍ଘର ମହାନତା

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆମ୍ବ ପଳାଶ ପଞ୍ଚାୟତର ଡ୍ରାଇଭର ମୋହନ ଚରଣ ନାଥ ଗାଡ଼ିରେ କାମ କରୁଥିବା ସମୟରେ ହଟାତ ଗାଡ଼ିରୁ ଖସି ପଡ଼ିଥିଲେ ତା'ପରେ ତାଙ୍କୁ ପାରଲିସିସି ହୋଇଯାଇଥିଲା । ସେ ଏବେ ଘରେ ସମ୍ପୂର୍ଣ୍ଣ ବେରୋଜଗାର ହୋଇ ଘରେ ବସିଥିବା ବେଳେ
Read More...

ନିଖିଳ ଓଡିଶା ଇପିଏଫ୍‌ ପେନ୍‌ସନ୍‌ ଆସୋସିଏସନ୍‌ ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ନିଖିଳ ଓଡିଶା ଇପିଏଫ୍‌ ପେନସନ ଆସୋସିଏସନ୍‌ର ଢେଙ୍କାନାଳ ଶାଖାର ୩ୟ ବାର୍ଷିକ ସାଧାରଣ ସଭା ସଭାପତି ଜ୍ୟୋତିରଞ୍ଜନ ମହାପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳର ବିଭିନ୍ନ କଲକାରଖାନା ଏବଂ ଅନୁଷ୍ଠାନମାନଙ୍କରୁ ଅବସର ନେଇଥିବା
Read More...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ ଥିବା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଦଧିସିଙ୍ଗା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨୭ ବର୍ଷର ପୁଅ ବାହାର ରାଜ୍ୟକୁ ରୋଜଗାର କରିବା ଆଶାରେ ଦାଦନ ଖଟିବାକୁ ଯାଇଥିଲେ । ମାତ୍ର ଗତ ୪ ମାସ ହେବ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ପରିବାର
Read More...

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଅଧ୍ୟକ୍ଷଙ୍କୁ ଘେରାଉ ସହ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, (ତାପସ ଦାସ) : ଆଜି ଦିବା ୧୦ ଘଟିକା ସମୟରେ ଜିଲ୍ଲା କଂଗ୍ରେସର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପୋଲିସର ବେଆଇନ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ
Read More...

ଗଁଁନ୍ଦିଆ ପୋଲିସ ଓ ଶିଶୁ କଲ୍ୟାଣ କମିଟିର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ପାଖ କୁମ୍ଭରୁଣୀଭାଟି ଗ୍ରାମରେ ଏକ ବାଲ୍ୟ ବିବାହକୁ ଆଜି ବନ୍ଦ କରିଛି ସ୍ଥାନୀୟ ପୋଲିସ ଓ ଢେଙ୍କାନାଳ ଶିଶୁ ବିକାଶ କଲ୍ୟାଣ କମିଟି । ସଭ୍ୟ ସମାଜରେ ଅସଭ୍ୟ କାମ । ଲୋକମାନଙ୍କୁ ଯେତେ ସଚେତନ କଲେ
Read More...