ଅସୁରକ୍ଷିତ ଢେଙ୍କାନାଳ : ଦିନ ଦ୍ୱିପହରରେ ଗ୍ରୀଲ ତାଡି ଘରୁ ଚୋରି ଅଭିଯୋଗ
ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ସହର ଟାଉନ ପ୍ଳାନିଙ୍ଗ ସ୍ଥିତ ଟିଚର୍ସ କଲୋନୀରେ ଆଜି ଦିନ ଦ୍ୱିପହରରେ ଘରର ଗ୍ରୀଲ ତାଡି ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଲୋନୀରେ ରହୁଥିବା ଅଖିଳ ବେହେରାଙ୍କ ଘର ଲୋକ କୌଣସି କାମ ପାଇଁ ବାହାରକୁ ଯାଇଥିବା ବେଳେ ଦିନ ପ୍ରାୟ!-->…
Read More...
Read More...