Browsing Tag

dhenkanal news

ବୀର ବାଜି ରାଉତ ସେନା ସଂଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ବୀର ବାଜି ରାଉତ ସେନା ସଂଗଠନ ପକ୍ଷରୁ ବାରିହାପୁର ସ୍ଥିତ ଶିବ ମନ୍ଦିରଠାରେ ଗତକାଲି ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପ୍ରକାରର ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ସଂଗଠନର ମୁଖ୍ୟ ଉପସଭାପତି ସିପୁନ ସାହୁ ତାଙ୍କର ବିବରଣୀ ପ୍ରକାଶ
Read More...

୩୨ଟି ସ୍ଥାନରେ ୧୪୪ ଧାରା ଲାଗୁ

ଢେଙ୍କାନାଳ, (ତାପସ ଦାସ) : ରାଜ୍ୟରେ କରେନା ଏବଂ ଓମିକ୍ରନ ସଂକ୍ରମଣ ବଢିବା ପରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ୩୨ଟି ପ୍ରମୁଖ ଦେବାଳୟ ଏବଂ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଜାରି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଜାନୁଆରୀ ୩୧ ଯାଏଁ ଏହା ବଳବତର ରହିବ, ପ୍ରସିଦ୍ଧ ଶୈବ ପୀଠ
Read More...

୧୯ତମ ବେଗା କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ : ଗାନ୍ଧିଜୀ କ୍ରିକେଟ କ୍ଲବ ଚମ୍ପିଆନ

ଢେଙ୍କାନାଳ, (ତାପସ ଦାସ) : ଗଂଦିଆ ବ୍ଲକ ବେଗା ହାଇସ୍କୁଲ ମିନି ଷ୍ଟାଡିଅମ ପରିସରରେ ଉଦଯାପିତ ହୋଇଯାଇଛି ୧୯ତମ ବେଗା କିର୍କେଟ ଟୁର୍ନାମେଣ୍ଟ । ଏହି ଟୁର୍ନାମେଣ୍ଟକୁ ଶିକ୍ଷାବିତ ଚନ୍ଦ୍ରଶେଖର କାନୁନଗୋ ଓ ପୂର୍ବତବ ସରପଞ୍ଚ ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରିଥିବା ବେଳେ
Read More...

ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରତନପୁର ଗ୍ରାମ ପଂଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭ ଉଦ୍‌ଘାଟନୀ ଉତ୍ସବରେ ଢେଙ୍କାନାଳ ସଦର ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ବିଭିନ୍ନ ଜନହିତକାରୀ ପ୍ରକଳ୍ପ ଯଥା ରାଉସିଂହ ପ୍ରସାଦ ଉଚ୍ଚ
Read More...

ସବୁଜ ପ୍ରତିଶୃତି କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରକୃତିବନ୍ଧୁ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତକାଲି ପ୍ଲାଷ୍ଟିକର ବ୍ୟବହାର ବନ୍ଦ କରିବା ପାଇଁ ସବୁଜ
Read More...

କୂଅରେ ପଡି ଚାଲିଗଲା ୫ ବର୍ଷିୟ ଶିଶୁର ଜୀବନ

ଢେଙ୍କାନାଳ, (ତାପସ ଦାସ) : ମୃତ୍ୟୁ କେମିତି କେତେବେଳେ ଆସେ କିଏ ବି କହିପାରେନି । କୂଅରେ ପଡିଯାଇ ଏକ ୫ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଏଭଳି ଦୁଃଖଦ ଖବର ଘଟିଛି ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ପାଳଗାଣ୍ଡୁଆ ଗ୍ରାମରେ । ନାଁ ତାର ଟକୁଲ ଖଟୁଆ,
Read More...

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କାଲୁରିଆ ଗୋରଡ଼ିଆ ସେତୁକୁ ଯିବାକୁ ମନା

ଢେଙ୍କାନାଳ, (ତାପସ ଦାସ) : ଖବର ସଂଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନାଲି ଆଖି । କାଲୁରିଆ ଗୋରଡ଼ିଆ ସେତୁକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମନା । କିଛି ଗଣମାଧ୍ୟମ ପ୍ରତିନିଧି କାଲୁରିଆ ଗୋରଡ଼ିଆ ବ୍ରାହ୍ମଣୀ ନଦୀ ଉପରେ ସେତୁର ଖବର ସଂଗ୍ରହ ସମୟରେ ଏଭଳି ଏକ ଅଭାବନୀୟ ଘଟଣା
Read More...

ନବବର୍ଷରେ ମା’ସିଧ୍ୟଚଣ୍ଡୀଙ୍କ ପୀଠରେ ଅଭିନନ୍ଦନ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଗ୍ରାମ ପଞ୍ଚାୟତର ଅତିଣ୍ଡା ଗ୍ରାମରେ ମା' ସିଧ୍ୟଚଣ୍ଡୀଙ୍କ ପୀଠରେ ଆଜି ନବବର୍ଷରେ ଗ୍ରାମରଖିମାନଙ୍କ ସୁଖ ଦୁଃଖରେ ସାହା ହେଲେ ମା' । ଏଇ ମା'ଙ୍କ ପୀଠରେ ଧୂମ୍‌ଧାମରେ ପୂଜାର୍ଚ୍ଚନା କରି ହୋମ ଘିଅ, ଧୂପରେ ମା'ଙ୍କ ହୋମକୁଣ୍ଡରେ
Read More...

ଖଙ୍କିରା କପ୍‌ : ମାର୍ଥପୁର ଫାଇନାଲରେ ପ୍ରବେଶ

ଢେଙ୍କାନାଳ, (ତାପସ ଦାସ) : ଗଅଁଦିଆ ବ୍ଲକ ଅଧିନସ୍ଥ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ଦଶମ ଦିନର ଖେଳ ଚୌଦ୍ଵାର ସହ ମାର୍ଥପୁରର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ମାର୍ଥପୁର ୨୦ ଓଭରରେ ୨୦୨ ରନ୍‌ ସଂଗ୍ରହ କରିଥିଲା ଏହାର ଜବାବରେ
Read More...

ଖଙ୍କିରା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ, (ତାପସ ଦାସ) : ଗନ୍ଦିଆ ବ୍ଲକ ଅଧିନସ୍ଥ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଆଜି ସପ୍ତମ ଦିନର ଖେଳ ଜଖପୁରା ସହ ମିଲନ ଯାଜପୁରର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍‌ ଜିତି ମିଲନ ଯାଜପୁର ୧୫ ଓଭରରେ ୧୨୫ ରନ ସଂଗ୍ରହ କରିଥିଲା ଏହାର
Read More...