ମା’ କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ଢେଙ୍କାନାଳ, (ତାପସ ଦାସ) : ଗନ୍ଦିଆ ବ୍ଲକ ସନ୍ଥପୁର ଗ୍ରାମପଞ୍ଚାୟତର ଡାଳସିଂହ ମାର୍ଥାପୁର ମା' କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କଙ୍କା ଓ ଚିରୁଲେଇ ଗ୍ରାମର ଦୁଇ ଦଳ ଭିତରେ ପ୍ରତିଯୋଗିତା ହେବାକୁ ଥିବା ସୂଚନା ରହିଛି । ଏହି!-->…
Read More...
Read More...