ମହିଳାଙ୍କ ଉପରେ ମାଡ଼ିଗଲା କାର୍ : ଘଟଣାସ୍ଥଳରେ ମହିଳା ମୃତ
ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ସଦର ଥାନା ନାଗିଆପଶି ଗ୍ରାମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ନାଗିଆପଶି ଗ୍ରାମର ଶୈଳବାଳା ସାମଲ ଆଜି ରାସ୍ତା ପାର ହେଉଥିବା ସମୟରେ ତାଙ୍କ ଉପରେ ଏକ କାର୍ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ!-->…
Read More...
Read More...