pakka

ବୀର ବାଜି ରାଉତ ସେନା ସଂଗଠନ ପକ୍ଷରୁ ବୈଠକ ଅନୁଷ୍ଠିତ

bbehera

ଢେଙ୍କାନାଳ, (ତାପସ ଦାସ) : ବୀର ବାଜି ରାଉତ ସେନା ସଂଗଠନ ପକ୍ଷରୁ ବାରିହାପୁର ସ୍ଥିତ ଶିବ ମନ୍ଦିରଠାରେ ଗତକାଲି ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ପ୍ରକାରର ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା । ସଂଗଠନର ମୁଖ୍ୟ ଉପସଭାପତି ସିପୁନ ସାହୁ ତାଙ୍କର ବିବରଣୀ ପ୍ରକାଶ କରିଥିଲେ ଓ ସମ୍ପାଦକ ଜୀବନଜ୍ୟୋତି ପ୍ରକାଶ ସାହୁ ବୈଠକର ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ୧୫ରୁ ୨୦ ଜଣ ପ୍ରମୁଖ ସକ୍ରୀୟ ସାମାଜିକ କର୍ମୀ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

7 + five =

error: Content is protected !!