pakka

ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ

bbehera

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲାର ଉପାନ୍ତ ବନଭୂମି ଅଞ୍ଚଳରେ ଥିବା ବେଗା, ଲାଉଲେଇ, ଖଂକୀରାଗ୍ରାମ ପଞ୍ଚାୟତରେ କୃଷିର ଉନ୍ନତି ପାଇଁ ର୍ଦୀଘ ବର୍ଷରୁ ଅଭିଳାଷ ଥିବା ଦରହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ଆଜି ବିଧାୟକ ଢେଙ୍କାନାଳ ସୁଧୀର ସାମଲଙ୍କ ଦ୍ୱାରା କରାଯାଇଅଛି ।

jay balangir
Leave A Reply

Your email address will not be published.

15 − 3 =