pakka

ବେଗା ପଞ୍ଚାୟତ କରଡାବଣୀ ଗ୍ରାମର ଝିଅ ମାମିନା ପୃଷ୍ଟି ଆଜି ଗଂଦିଆ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ ଭାବେ ଯୋଗ ଦେଲେ

bbehera

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଗଂଦିଆ ବ୍ଲକ ବେଗା ପଞ୍ଚାୟତ କରଡାବଣୀ ଗ୍ରାମର ଝିଅ ମାମିନା ପୃଷ୍ଟି ଆଜି ଗଂଦିଆ ହାଇସ୍କୁଲରେ ସଂସ୍କୃତ ଶିକ୍ଷୟତ୍ରୀ (initial appointtee-revised for contractual teacher a regular ised post)ରୂପେ ନିଯୁକ୍ତି ପାଇଛନ୍ତି । ଆଗରୁ ସିଲେକ୍ସନ ହୋଇ ସାରିଥିବା ବେଳେ ଗତକାଲି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିଅମରେ ନିଯୁକ୍ତି ଦେଲେ, ଆଜି ସେ ଗଂଦିଆ ହାଇସ୍କୁଲରେ ଯୋଗ ଦେବେ । ନୂତନ କର୍ମ କ୍ଷେତ୍ରରେ ସମସ୍ତ ଆହ୍ୱାନକୁ ସେ ସଫଳତାର ସହ ମୁକାବିଲା କରି ପାରିବ ବୋଲି ବେଗା ପଞ୍ଚାୟତ ତଥା କରଡାବଣୀ ଜନ ସାଧାରଣଙ୍କର ବିଶ୍ୱାସ, ସମସ୍ତଙ୍କ ଶୁଭାଶିଷ ସାଥୀରେ ନେଇ ସେ ଆଗକୁ ବଢୁ ବୋଲି ସ୍ଥାନୀୟ ଲୋକେ ଏତିକି ପ୍ରାଥନା କରିଛନ୍ତି ଗ୍ରାମରଖି ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ।

jay balangir
Leave A Reply

Your email address will not be published.

thirteen + four =