Browsing Tag

deogaon news

ଦେଓଗାଁ ହାଇସ୍କୁଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ଅମ୍ବରୀଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ 'ସହନୀୟ ବିକାଶ ପାଇଁ ମୌଳିକ ବିଜ୍ଞାନ : ସମ୍ଭାବନା ଓ ଆହ୍ୱାନ' ବିଷୟରେ ସେମିନାରରେ
Read More...

ଗୁଡଖାପଲାରେ ଯୁବକ ସଂଘ ଗଠନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୁଡ଼ଖାପଲା ପଞ୍ଚାୟତ ଗୁଡ଼ଖାପଲା(ବଡପଡ଼ା)ରେ ଯୁବକଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଡ଼ାର ସମସ୍ତ ଯୁବକ ଉପସ୍ଥିତ ଥିଲେ । ସଂଘରେ ସମୀର ସୁନା ସଭାପତି, ନେତ୍ର ସୁନା ଉପସଭାପତି, ଦଇତାରୀ ସୁନା ସମ୍ପାଦକ, ଅଜିତ
Read More...

ବଡବନ୍ଧ ପ୍ରାଥମିକ ସ୍କୁଲର ହୀରକ ଜୟନ୍ତୀ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ପ୍ରାଥମିକ ସ୍କୁଲର ହୀରକ ଜୟନ୍ତୀ ପାଳନ ପାଇଁ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ପ୍ରଧାନଙ୍କ ଉପସ୍ଥିତିରେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଆସନ୍ତା
Read More...

ଟେବଡାମୁଣ୍ଡାରେ ମଙ୍ଗଳବାର ବଜାର ଆରମ୍ଭ

ଅଞ୍ଚଳର ଚାଷୀଙ୍କ ଅର୍ଥନୈତିକ ବିକାଶ ହେବ ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଟେବଡାମୁଣ୍ଡା ଗାଁର ଗିରିଗୋବର୍ଦ୍ଧନ ପୀଠ ନିକଟରେ ମଙ୍ଗଳବାର ସାପ୍ତାହିକ ବଜାରକୁ ବଡଙ୍ଗୋମୁଣ୍ଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଚମ୍ପି ବାରିକ ଉଦ୍‌ଘାଟନ
Read More...

ସାଲେପାଲି ଜରାନିବାସରେ ମାହେଶ୍ୱରୀ ସଂଗଠନ କୁଡ଼ାସିଂହା ଶାଖା ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ନୂଆଁଖାଇ ପରେ ଗାଁ ଗାଁରେ ଆୟୋଜିତ ହେଉଛି ନୂଆଁଖାଇ ଭେଟ୍‌ଘାଟ୍‌ । କିଏ ସହର ଭିତରେ ପାଳୁଛି ତ ପୁଣି କିଏ ଗାଁ ଲୋକଙ୍କୁ ନେଇ ପାଳୁଛି । ହେଲେ ବଲାଙ୍ଗିର ଜିଲ୍ଲାର ସାଲେପାଲି ଠାରେ ଥିବା ବୃଦ୍ଧାଶ୍ରମରେ ସମାଜରୁ ଅଲୋଡ଼ା ହୋଇ ବଞ୍ଚୁଥିବା ଅସହାୟ ଲୋକଙ୍କୁ ନେଇ
Read More...

ଗୌଡଗୋଠରେ ସଞ୍ଚସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ଗୌଡଗୋଠ ହାଇସ୍କୁଲ ପଡିଆରେ ଏକଲ ଅଭିଯାନ ଓ ଅଭ୍ୟୁଦୟ ୟୁଥ୍ କ୍ଲବ ଆନୁକୂଲ୍ୟରେ ସଞ୍ଚସ୍ତରୀୟ ଖେଳକୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଟଙ୍କଧର ବେରିଆ, ରବୀନ୍ଦ୍ର ରଣା ଯୋଗ ଦେଇଥିଲେ ।
Read More...

ଜରାସିଂହା ପାଟଖଣ୍ଡା ଯାତ୍ରା, ଖଣ୍ଡାଧୁଆ ପରେ ଷୋଳପୂଜା ଆରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପାଟଖଣ୍ଡା ଯାତ୍ରାର ଖଣ୍ଡାଧୁଆ ପରେ ଷୋଳପୂଜା ଶନିବାର ଆରମ୍ଭ ହୋଇଯାଇଛି । ସନ୍ଧ୍ୟାରେ ପାଟଖଣ୍ଡା ମନ୍ଦିରରେ ଜମିଦାରଙ୍କ ସହ ମୁଖ୍ୟ ବରୁଆଙ୍କୁ ବାଦ୍ ଦେଇ ସମସ୍ତ ଦେହେରୀ ରୁଣ୍ଡ ହୋଇଥିଲେ । ସେଠାରୁ ଶୋଭାଯାତ୍ରାରେ ବାହାରି ଗାଁର
Read More...

ବିଭିନ୍ନ ଦାବୀକୁ ନେଇ ଆପ ପକ୍ଷରୁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ବିଭିିନ୍ନ ଦାବୀକୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ଆବାହକ ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଦେଓଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର
Read More...

କୁଳମଣି ପ୍ରଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ବଡ଼ଙ୍ଗୋମୁଣ୍ଡା ଗାଁର କୁଳମଣି ପ୍ରଧାନଙ୍କ ଗତ ବୁଧବାର ରାତି ୧୦ଟା ୩୦ମିନିଟରେ ହୃତଘାତରେ ପରଲୋକ ଘଟିଯାଇଛି । ତାଙ୍କ ଶେଷ ସମୟରେ ଦୁଇ ପୁଅ ଓ ଜଣେ ଝିଅ, ନାତି ନାତୁଣୀଙ୍କ ସହ ପରିବାର ଲୋକ, ବନ୍ଧୁବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ ।
Read More...

ଷଡ ବଂଶୀୟ ଗୋଁଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଷଡ ବଂଶୀୟ ଗୋଁଡ ସମାଜ ବିକାଶ ପରିଷଦ ତରଫରୁ ଗତକାଲି ଲୋଇସିଂହାରେ ସଭାପତି ବିରବର ଧରୁଆଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ ମହାସଭାର
Read More...