Browsing Tag

deogaon news

ସିକୁଆଁ ସରପଞ୍ଚଙ୍କ ଜେଜେ ମା’ଙ୍କ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସିକୁଆଁ ଗାଁର ମହିଳା ବେଟିଖାଇ ଭୋଇ (୯୨)ଙ୍କ ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ସମୟରେ ୨ପୁଅ ଯୁଗଳ କିଶୋର, ବିଭୂତି,…
Read More...

ଦେଓଗାଁ ଭୀମପାହାଡ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକର ପର୍ଯ୍ୟଟନସ୍ଥଳୀ ଭୀମପାହାଡଠାରେ ଚାଲିଥିବା ନବମ ଭୀମପାହାଡ ମହୋତ୍ସବ ଗୁରୁବାର ଦିନ ଥିଲା ଦ୍ୱିତୀୟ ସନ୍ଧ୍ୟା । ଏହି ସନ୍ଧ୍ୟାରେ ରବୀନ୍ଦ୍ର ସାହୁଙ୍କ ଅଭୀନିତ ରାବଣ ଦରବାର ମଞ୍ଚସ୍ଥ ହୋଇଥିଲା । ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ…
Read More...

ଓଇଏସ୍‌ରେ ଦେଓଗାଁ ପୁଅ ଆନନ୍ଦଙ୍କ କୃତିତ୍ୱ

ଦେଓଗାଁ, (ମନୀଷ କୁମାର ସାହୁ) : ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ (ଓପିଏସସି) ମାଧ୍ୟମରେ ହୋଇଥିବା ଓଡ଼ିଶା ଏଜୁକେସନ ସର୍ଭିସ୍ (ଓଇଏସ) ସ୍କୁଲ ବ୍ରାଣ୍ଡିଂ ଚାକିରି ପାଇଁ ହୋଇଥିବା ସାକ୍ଷାତକାର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଥିଲା । ଦେଓଗାଁର ଯୁବ ପ୍ରତିଭା ଆନନ୍ଦ ବେହେରା ୮୮ ନଂ…
Read More...

ଟ୍ରେନ୍‌ରୁ ଯୁବକ ନିଖୋଜ

ଦେଓଗାଁ, (କେପିଏନ୍‌ଏସ୍‌) : ଆନ୍ଧ୍ରପ୍ରଦେଶରୁ ଟ୍ରେନ୍‌ରେ ଗାଁକୁ ଫେରୁଥିବା ସମୟରେ ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଲକ୍ଷ୍ମଣପୁର ଗାଁର ଯୁବକ ସଦେ ଘିଭେଲା(୨୦) ବାଟରୁ ନିଖୋଜ ହୋଇଥିବା ଜଣାପଡିଛିି । ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳୁନାହିଁ ବୋଲି ପରିବାର…
Read More...

ବିଶିଷ୍ଟ ତବଲା ବାଦକ ରଘୁନାଥ ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଥାଳବନ୍ଧ ଗାଁର ବଡ ଗୌନ୍ତିଆଙ୍କ ସାନପୁଅ ତଥା ଅଂଚଳର ବିଶିଷ୍ଟ ତବଲା ବାଦକ ରଘୁନାଥ ସାହୁ(୫୨)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାହୁ ଅଞ୍ଚଳରେ ହେଉଥିବା ବିଭିନ୍ନ କୀର୍ତ୍ତନ, ନାଟକରେ ତବଲା…
Read More...

ବନ୍ଧପଡ଼ା ରେଞ୍ଜ ଅଫିସରେ ରାତ୍ର ଜଗୁଆଳିଙ୍କୁ ରେଞ୍ଜରଙ୍କ ମାଡ ମାରିବା ସହ ହତ୍ୟା ଉଦ୍ୟମ ଅଭିଯୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ରେଞ୍ଜର ଦାୟିତ୍ୱରେ ଥିବା ରେଞ୍ଜର କାର୍ଯ୍ୟରତ ରାତ୍ର ଜଗୁଆଳିଙ୍କୁ ମାଡ଼ ମାରିବା ସହ ହତ୍ୟା ଉଦ୍ୟମ କରିଥିବା ଦେଓଗାଁ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଭୁତିଆରବାହାଲ ନିକଟରେ ଥିବା ବନ୍ଧପଡ଼ା କେନ୍ଦୁପତ୍ର…
Read More...

ଦେଓଗାଁରେ ଜବରଦଖଲ ଉଚ୍ଛେଦ : ଜେସିବି ଲଗାଇ ଘର ଭାଙ୍ଗିଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ୨୬ରୁ ଦେଓଗାଁ ବସ୍ତି ଦେଇ ଯାଇଥିବା ଦେଓଗାଁ-ଆଠଗାଁ ପୂର୍ତ୍ତ ରାସ୍ତା କଡ଼ରେ ଜବରଦଖଲ କରି ଘର ନିର୍ମାଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜବରଦଖଲ ଜାଗାକୁ ଜେସିବି ଲଗାଇ ଭାଙ୍ଗିବା କାମ ଆରମ୍ଭ କରିଛନ୍ତି…
Read More...

ତୁଷୁରାରେ ଷଡ଼ବଂଶୀୟ ଗୋଁଡ ସମାଜର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ତୁଷୁରାରେ ଷଡ଼ବଂଶୀୟ ଗୋଁଡ ସମାଜ ଗୁଡଭେଲା ବ୍ଲକ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁଡ଼ଭେଲା ବ୍ଲକ ସହ ଦେଓଗାଁ, ବଲାଙ୍ଗିର, ପୁଇିଁନ୍ତଲା, ଲୋଇସିଂହା, ଆଗଲପୁର, କଣ୍ଟାବାଞ୍ଜି ସହ ବିଭିନ୍ନ ବ୍ଲକର ବରିଷ୍ଠ ସଦସ୍ୟ, ସଦସ୍ୟା ଏହି…
Read More...

ଦେଓଗାଁ ହାଇସ୍କୁଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ହାଇସ୍କୁଲ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ପଟକୁ ଦେଓଗାଁ ରାସ୍ତାରେ ଏକ ଟ୍ରାକ୍ଟର ଆସୁଥିବା ବେଳେ ପଛପଟୁ ଏକ ଆମ୍ବ ବୋଝେଇ ପିକ୍‌ଅପ୍‌ ଗାଡି ଟ୍ରାକ୍ଟରକୁ ଓଭର ଟେକ୍‌…
Read More...

ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି ଅଭିଯୋଗ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ଥାନା ଦେଓଗାଁ କନ୍ଧପାଲିର ଅବସରପ୍ରାପ୍ତ ଶିକ୍ଷକ ଚୈତନ୍ୟ ସାହୁଙ୍କ ଘରୁ ରବିବାର ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦେଓଗାଁ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଚୈତନ୍ୟ ସାହୁ ରବିବାର ଅବସର ଗ୍ରହଣ କରିଥିଲେ । ତେବେ ସେହି ଦିନ…
Read More...