Browsing Tag

deogaon news

ବିଲାଶପୁର ୟୁପି ସ୍କୁଲ ପରିଚାଳନା କିମଟିର ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ ବିଲାଶପୁର ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ବୈଠକ ଅନୁଷ୍ଠି‌ତ ହୋଇଯାଇଛି । ସଭା ଆରମ୍ଭରେ ବିଦାୟୀ ଶିକ୍ଷକ ଆର୍ତ୍ତବନ୍ଧୁ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍କୁଲ…
Read More...

କୁଡ଼ାସିଂହା ୟୁପି ସ୍କୁଲରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ବଲାଙ୍ଗିର ସଦର ବ୍ଲକ କୁଡ଼ାସିଂହା ନୋଡ଼ାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ମଧ୍ୟ ଏହି ଜି୨୦ ଇଣ୍ଡିଆ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ କୁଡ଼ାସିଂହା ସିଆର୍‌ସିସି ଡ଼ୋଲାମଣି ଭୋଇ ପରିଚାଳନା କରିଥିଲେ । ଏହି…
Read More...

ଦେଓଗାଁ ବ୍ଲକରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ଦିନ ଦେଓଗାଁ ବ୍ଲକ ଅର୍ନ୍ତଗତ ବ୍ରାହ୍ମଣୀଯୋର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ମିଳିତ ସହଯୋଗରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଜି୨୦ ଅର୍ନ୍ତଗତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଏକ ଜନ ଭାଗୀଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ଗାଁର ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଧାନ (୭୮)ଙ୍କ ଗତ ମଙ୍ଗଳବାର ସକାଳେ ପରଲୋକ ଘଟିଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଅଞ୍ଚଳର ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ ସମୟରେ…
Read More...

ବଦଳୁଛି ଭୀମପାହାଡ଼ର ମାନଚିତ୍ର

ବୋଟିଂ ପରେ ଉଦ୍‌ଘାଟନ ହେଲା କାଫେ ଓ ପାର୍କ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଭୀମଡୁଙ୍ଗୁରିର ବିରଳ ୬୩ଟି ଗୁମ୍ଫା ରହିଛି । ଆଜି ଏହା ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ପରିଚିତ ହୋଇସାରିଛି । ଏହି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଜଙ୍ଗଲ ପରିବେଶ ଓ ପର୍ଯ୍ୟଟନ ବିଭାଗ…
Read More...

ଢ଼ାବାରେ ଦେଓଗାଁ ପୁଲିସ ଚଢ଼ାଉ : ୫୦ ଲିଟର ବିଦେଶୀ, ୨୦ ଲିଟର ଖୋଲାମଦ ଜବତ, ଜଣେ କୋର୍ଟ ଚାଲାଣ

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼-ବୋରିବୁମା ଜାତୀୟ ରାଜପଥ୨୬ ବଲାଙ୍ଗୀର-ଦେଓଗାଁ ରାସ୍ତାର ସାଗରପାଲି ଛକ ଠାରେ ଥିବା ଏକ ଢ଼ାବାରେ ଦେଓଗାଁ ପୁଲିସ ଚଢ଼ାଉ କରି ବିପୁଳ ପରିମାଣରେ ବିଦେଶୀ ଓ ଦେଶୀ ମଦକୁ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । କୋର୍ଟ ଚାଲାଣ…
Read More...

ଦେଷଣ୍ଢ ୬ଷ୍ଠ ନାଇଟ ସର୍କିଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢରେ ଗତ ଗୁରୁବାର ରାତିରେ ସ୍ଥାନୀୟ ଲାନ୍ଥବୁଢ଼ା କ୍ରିକେଟ ଦଳ ପକ୍ଷରୁ ୬ଷ୍ଠ ନାଇଟ ସର୍କିଲ କ୍ରିକେଟ ଟୁର୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ସାଂସଦଙ୍କ ଦେଓଗାଁ ବ୍ଲକ ପ୍ରତିନିଧି ଅମିତ୍ ସିଂ…
Read More...

ନୂଆଁପଡ଼ାରେ ପାନୀୟ ଜଳ ସମସ୍ୟା : ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ବିଡିଓଙ୍କ ପ୍ରତିଶ୍ରୁତି

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡ଼ଭେଲା ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗାଁରେ ପାଣି ସମସ୍ୟା ବିଷୟରେ ବିଡିଓ ଗୁରେଶ୍ୱର୍ ଭୋଇଙ୍କ ସହ ପଶ୍ଚିମ ଓଡିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତି ଏବଂ ଗ୍ରାମବାସୀ ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ଦାବୀ କରିଥିଲେ । ଏହା ପରେ ଗାଁକୁ…
Read More...

କୁଡ଼ାସିଂହାରେ ସ୍ଵଚ୍ଛ ଭାରତ ମିଶନରେ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ପଞ୍ଚାୟତଠାରେ ସ୍ୱଚ୍ଛ ଭାରତ ମିଶନର ଦ୍ଵିତୀୟ ପର୍ଯ୍ୟାୟ ବ୍ଲକର ଏବିଡିଓ ରାମଦତ୍ତ ଭୋଇଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିପିଓ ଉପେନ୍ଦ୍ର ରଣା, ଓଏଲ୍‌ଏମ୍‌ର ଧନଞ୍ଜୟ ପାଣିଗ୍ରାହୀ,…
Read More...

ପୁରୁଣାପାଣିରେ ୨ୟ ବାର୍ଷିକ ଶୀତଳଷଷ୍ଠୀ ମହୋତ୍ସବ ଉଦ୍‌ଯାପିତ

ସତୀ ବୃନ୍ଦାବତୀଙ୍କ ସତୀତ୍ୱ ନଷ୍ଟ ପରେ ଜଳନ୍ଧର ବଧ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ପୁରୁଣାପାଣି ନିକଟରେ ଥିବା‌ ସୁଲିଆ ପାହାଡ଼ର ପାଦ ଦେଶରେ ୪ଦିନ ଧରି ହେଉଥିବା ୧୯ତମ ଶିବ ବିବାହ ଉପଲକ୍ଷେ ୨ୟ ବାର୍ଷିକ ଆଞ୍ଚଳିକ ଶୀତଳଷଷ୍ଠୀ ମହୋତ୍ସବ ଗୁରୁବାର…
Read More...