ଦେଓଗାଁ ପଞ୍ଚାୟତ ସମିତିର ବୈଠକରେ ଯୋଗଦେଲେ ବିଧାୟକ ନରସିଂହ
ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ପଞ୍ଚାୟତ ସମିତିର ବୈଠକରେ ଯୋଗଦେଲେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ଏହି ବୈଠକରେ ମଣ୍ଡି ଧାନ କିଣାରେ ହେଉଥିବା କଟନି ଛଟନି ବିଷୟରେ ସବିଶେଷ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ରାଜ୍ୟ ସରକାର ନିୟମାନୁଯାୟୀ ଚାଷୀ ଏକର ପିଛା ୧୩ କ୍ଵିଣ୍ଟାଲରୁ!-->…
Read More...
Read More...