Browsing Tag

deogaon news

ଦେଓଗାଁ ବ୍ଲକର ୬୦ଜଣ ଗୋପାଳକଙ୍କୁ ଗାଈ ଗୁହାଳ ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ୧୧ଟା ସମୟରେ ଦେଓଗାଁ ବ୍ଲକ ସଭା ଗୃହରେ ଗାଈଗୁହାଲ ନିର୍ମାଣ କରିବା ପାଇଁ ୬୦ଜଣ ଗୋପାଳଙ୍କୁ କାର୍ଯ୍ୟାଦେଶ ଦେଇଥିବା ଜଣାପଡ଼ିଛି । ଦେଓଗାଁ ଏପିଓ ସୁଧାଂଶୁ ଶେଖର ମେହେରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ…
Read More...

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ସରକାରୀ ସହାୟତା ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସନ୍ଧ୍ୟାରୁ ଲଗାଣ ବର୍ଷା ଯୋଗୁଁ ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଘର ଭାଙ୍ଗିଥିବା ଜଣାପଡିଛି । କୁଲୁତାପଡା ପଞ୍ଚାୟତ ଖଇରମାଲ ଗାଁର ଧନେଶ୍ଵର ପଧାନ, ଉଡାର ପଞ୍ଚାୟତ ଲୁହୁରେନପାଲି ଗାଁର ବିରଞ୍ଚି ପୁଟା, ବନ୍ଦେ ପୂଟାଙ୍କ ଘର ଭାଙ୍ଗିଥିବା ଜଣାପଡିଛି…
Read More...

ଦେଓଗାଁ ବ୍ଲକରେ ତିନି ଓଳି ଧରି ଲଗାଣ ବର୍ଷା : ରାସ୍ତା-ଘାଟ, ନଦୀ-ନାଳ ସବୁଠି ଭରପୁର ପାଣି, ୨ ଦିନରେ ୧୦୦ ମିଲି ମିଟିର…

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ସନ୍ଧ୍ୟାରୁ ଆରମ୍ଭ ହୋଇ ଗୁରୁବାର ଦିନ ସାରା ଲଗାଣ ବର୍ଷା ଲାଗି ରହିଛି ଦେଓଗାଁ ବ୍ଲକରେ । ଦିନ ସାରା ମେଘୁଆ ପାଗ ରଖି ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିବା ବେଳେ ସଂଧ୍ୟାରେ ମଧ୍ୟ ଝିପି ଝିପି ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଥିଲା ।…
Read More...

ଦେଓଗାଁର ବିଶିଷ୍ଟ ମୃଦଙ୍ଗ ବାଦକ ଅର୍ଜୁନ ମାଝୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁର ବରିଷ୍ଠ କଳାକାର ତଥା ମୃଦଙ୍ଗ ବାଦକ ଅର୍ଜୁନ ମାଝି (୭୯) ଓରଫ ବୁଡୁ ମଙ୍ଗଳବାର ଦିନ ୧୨ଟା ସମୟରେ ଦେଓଗାଁ ସ୍ଥିତ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ଧର୍ମପତ୍ନୀଙ୍କ ସହ ପରିବାର ବର୍ଗ ଉପସ୍ଥିତ ଥିଲେ । ବୃଦ୍ଧାବସ୍ଥା…
Read More...

ଦେଓଗାଁ ବ୍ଲକ ସାହିତ୍ୟ ଘରର ୧୨୨ତମ ମାସିକ ବୈଠକରେ ସ୍ୱଭାବ କବି ଗଙ୍ଗାଧରଙ୍କ ୧୬୨ତମ ଜୟନ୍ତୀ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ୧୦ଟା ସମୟରେ ଦେଓଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସାଲେପାଲି ସ୍ଥିତ ବିଶ୍ୱଭାରତୀ ଶିକ୍ଷା ନିକେତନ ତାଲିମ ଶିବିର ପରିସରରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜନ୍ମ ବାର୍ଷିକ ଅବସରରେ ୧୨୨ତମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି ।…
Read More...

ମହିଳାଙ୍କୁ ଦଳି ଦେଲା ଦନ୍ତାହାତୀ

ଦେଓଗାଁ, (ମନୀଷ କୁମାର ସାହୁ) : ଜଣେ ବୃଦ୍ଧା ଜଙ୍ଗଲକୁ ଶାଳ କାଠି ଭାଙ୍ଗିବାକୁ ଯାଇଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ତେବେ ବଲାଙ୍ଗିର ବନାଞ୍ଚଳ ଅନ୍ତର୍ଗତ ଆଠଗାଁ ଫରେଷ୍ଟ ସେକ୍ସନର ଉପରଝର-ଆଠଗାଁ ରାସ୍ତା ଉପରେ ଥିବା…
Read More...

ଟ୍ରାକ୍ଟର ଓଲଟି ୩ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା କୁତୁର୍ଲା ପଞ୍ଚାୟତ ବହଲି ଗାଁରେ ଶୁକ୍ରବାର ଦିନ ଧାନ ବିଲରେ ଏକ ଟ୍ରାକ୍ଟର ଓଲଟି ପଡ଼ିବାରୁ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଓ ଓମ୍ନା ଏକ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର…
Read More...

ଦେଷଣ୍ଢ ଚାନ୍ଦିଲି ପାହାଡ଼ରେ ବୃକ୍ଷ ରୋପଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଦେଷଣ୍ଢ ପଞ୍ଚାୟତର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇବାକୁ ଥିବା ଚାନ୍ଦିଲି ପାହାଡ଼ରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ସରପଞ୍ଚ ସ୍ୱୟଂବର ମେହେରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି…
Read More...

ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ

ଦେଓଗାଁ, (ମନୀଷ କୁମାର ସାହୁ) : ୭୭ତମ ସ୍ୱଧୀନତା ଦିବସ ଉପଲକ୍ଷେ ଦେଓଗାଁ ବ୍ଳକର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁ‌ଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଦେଓଗାଁ ବ୍ଳକସ୍ତରୀୟ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଦୟାନିଧୀ ଖମାରୀ ଜାତୀୟ ପତାକା…
Read More...

କୁଡ଼ାସିଂହାରେ ସ୍ଵାଧୀନତା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ପଞ୍ଚାୟତରେ ସ୍ଵାଧୀନତା ଦିବସ ପାଳନ ସହ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ଜ୍ୟୋସ୍ନାରାଣୀ ସାହୁ, ସମିତି ସଭ୍ୟା ଶ୍ରୀମତୀ କାମିନୀ ପୁଟେଲ, ପଞ୍ଚାୟତ…
Read More...