Browsing Tag

deogaon news

ଜରାସିଂହା ବିଏନ୍‌ଏଏ ସଭାପତି ଜୟକୃଷ୍ଣ ପୁଟେଲଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହାର ସର୍ବ ପୁରାତନ ଅନୁଷ୍ଠାନ ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ ଏସୋସିଏସନର ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଜୟକୃଷ୍ଣ ପୁଟେଲଙ୍କ ଶୁକ୍ରବାର ସକାଳ ୭ଟା ସମୟରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ…
Read More...

ବାଞ୍ଜିବାହାଲିରେ ୱାଇସିଡିଏ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦେଓଗାଁ ବ୍ଲକ ସିକୁଆଁ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜିବାହାଲି ଗାଁରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗାଁ ଲୋକଙ୍କ ସହଯୋଗରେ ନିକଟସ୍ଥ ଜଙ୍ଗଲରେ ଥିବା…
Read More...

କାଳ ହେଲା ବାଲ ବିକାଶ କାର୍ଯ୍ୟକ୍ରମ : ସ୍କୁଲ ପରିସର ଗଛରୁ ପଡ଼ି ନବମ ଶ୍ରେଣୀ ଛାତ୍ର ମୃତ

ଦେଓଗାଁ, (ମନୀଷ କୁମାର ସାହୁ) : ରବିବାର ଦିନ ପ୍ରାୟ ୩ଟା ବେଳେ ସାଇ ସଂଗଠନ ପକ୍ଷରୁ ଚାଲିଥିବା ବାଲ ବିକାଶ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ସ୍କୁଲ ପରିସରରେ ଥିବା କଦମ୍ବ ଗଛରୁ ପଡି ଜଣେ ଛାତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି । ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ଗାଈବାହାଲ ଉନ୍ନୀତ…
Read More...

ପାଣି ଅଭାବ ଯୋଗୁଁ ନୁହେଁ ପରିଚାଳନାଗତ ତୃଟି ଯୋଗୁଁ ବଡ଼ବନ୍ଧକୁ ୪ମାସ ହେଲା ଜଳ ଯୋଗାଣ ବନ୍ଦ : ସାଧାରଣରେ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତ କୌଣସି ପାହାଡ଼, ପର୍ବତ ଘେରା ଗାଁ ନୁହେଁ, ଖୋଦ ସୋନଗଡ଼ ନଦୀ କୂଳରେ ଅଛି । ହେଲେ ଗତ ୪ମାସ ହେଲା ଜଳ ଯୋଗାଣ ହେଉନାହିଁ ବୋଲି ଗାଁର ଲୋକମାନେ ଅଭିଯୋଗ କରିଛନ୍ତି । ୪ମାସ ହେଲା ପାଇପ ଯୋଗେ ପାଣି ନ ପାଇବା ବିଷୟରେ…
Read More...

ପୁରୁଣାପାଣିରେ ବନ ମହୋତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ପୁରୁଣାପାଣି ସ୍ଥିତ ଶୁଲିଆ କନ୍ଧ ବିଦ୍ୟାପୀଠ ପରିସରରେ ସୋମବାର ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହିର୍ଲୀମାଲର ଛାତ୍ରଛାତ୍ରୀମାନେ…
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଡଙ୍ଗରପଡା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର…
Read More...

ଦେଓଗାଁ ବ୍ଲକର ୩ଟି ଗାଁରେ ପାନୀୟ ଜଳ ଯୋଗାଣର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ନରସିଂହ ମିଶ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଅପରାହ୍ନରେ ଦେଓଗାଁ ବ୍ଲକ କୁତୁର୍ଲା, ଲଣ୍ଡାପଥର ଏବଂ ରୁଗୁଡ଼ିପାଲି ଗାଁରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ବିଧାୟକ ନରସିଂହ ମିଶ୍ର । ଅପରାହ୍ନ ୫ଟାରେ କୁତୁର୍ଲା ପଞ୍ଚାୟତ ପରିସରରେ ବସି ଦେଓଗାଁ ବ୍ଲକ କୁତୁର୍ଲା…
Read More...

ସପ୍ତାହ ବ୍ୟାପୀ ବନ ମହୋତ୍ସବ ଅବସରରେ ଅନାଥ ଆଶ୍ରମରେ ବୃକ୍ଷ ରୋପଣ ସହ ଚିତ୍ରକଳା ପ୍ରଦର୍ଶନୀ

ଦେଓଗାଁ, (ମନୀଷ କୁମାର ସାହୁ) : ସପ୍ତାହ ବ୍ୟାପୀ ବନ ମହୋତ୍ସବ ପାଳନ ହେଉଥିବା ବେଳେ ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ଅଭିନବ ଉପାୟରେ ପାଳନ କରୁଛନ୍ତି । ମଙ୍ଗଳବାର ଦିନ ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ତତ୍ତ୍ୱାବଧାନରେ ଥିବା ଅନାଥ ଆଶ୍ରମରେ କୁନିକୁନି…
Read More...

ଜରାସିଂହା ବୁଢ଼ିଆଈ ଦେବୀଙ୍କ କାଦୋଯାତ୍ରା ଉଦ୍‌ଯାପିତ

ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ବୁଢ଼ିଆଈ ଦେବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଜରାସିଂହାରେ ବହୁ ପ୍ରତୀକ୍ଷିତ କୃଷି ଭିତ୍ତିକ ପର୍ବ ବୁଢ଼ିଆଈ ଯାତ୍ରା ବା କାଦୋଯାତ୍ରା ସୋମବାର ଉଦ୍‌ଯାପିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁସାରେ ସୋମବାର ୧୧ଟା ସମୟରେ…
Read More...

୨୨ମାସ ପରେ ପୂରଣ ହେଲା ସ୍ଥାୟୀ ବ୍ଳକ ଶିକ୍ଷା ଅଧିକାରୀ ପଦବୀ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ଦେଓଗାଁ ବ୍ଳକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ଦେଓଗାଁ ବ୍ଳକ ଶିକ୍ଷା ଅଧିକାରୀ ଭାବେ ମମତା ମହାଡ଼ିକ ଯୋଗଦାନ କରିଛନ୍ତି । ତାଙ୍କୁ ଆନୁଷ୍ଠାନିକ ଭାବେ କାର୍ଯ୍ୟାଳୟରେ ବିଆର୍‌ସିସି ଅଜିତ ମିଶ୍ର, ଏବିଇଓ କବିରାଜ ମାଝୀ ସହ ଶିକ୍ଷା…
Read More...