୨ ଜଣ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଓ ୩ ଜଣ ହାଇସ୍କୁଲର ଶିକ୍ଷକଙ୍କ ଅବସର ଗ୍ରହଣ
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ୨ ଜଣ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ୩ ଜଣ ହାଇସ୍କୁଲ ଶିକ୍ଷକ ରବିବାର ଦିନ ଅବସର ଗ୍ରହଣ କରିଛନ୍ତି । ପରୁଆଭାଡ଼ି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧିର ଦେଓ, ସାଗରପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ!-->…
Read More...
Read More...