Daily Archives

ଜମୁଛି ନୃସିଂହନାଥ ବୈଶାଖ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ନୃସିଂହ ମହାପ୍ରଭୁଙ୍କ ଜନ୍ମୋତ୍ସବ ଏବଂ ବୈଶାଖ ମେଳା ଉତ୍ସବ ପାଞ୍ଚ ଦିନ ଧରି ମହା ସମାରୋହରେ ପାଳିତ ହେଉଛି । ଗତ ଦୁଇବର୍ଷ ଧରି ଉକ୍ତ ମେଳା ବନ୍ଦ ରହିଥିବା ଯୋଗୁଁ ଏ ବର୍ଷ
Read More...

ଝିଅ ବାହାଘର ଚାଲିଥିବା ବେଳେ ବଳି ପଡ଼ିଲେ ମା’

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଝିଅ ବାହାଘର ଚାଲିଥିବା ସମୟରେ ମା’ଙ୍କୁ ନିର୍ମମ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ଆଶାକର୍ମୀ କିଶୋରୀ ତାଣ୍ଡି
Read More...

ସଇଁତଲା ସହରରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଦାବୀପତ୍ର

୨୦ରେ ସରପଞ୍ଚ ଓ ୱାର୍ଡ ସଭ୍ୟସଭ୍ୟାଙ୍କ ଆନ୍ଦୋଳନ ଚେତାବନୀନୂତନ ଗଭୀର କୂଅ ଖନନ ଓ ସହରକୁ ପାଇପ ଯୋଗାଣ ଦାବୀ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳ ଯୋଗାଣ ସମସ୍ୟାକୁ ନେଇ ଜନସାଧାରଣ ହଇରାଣ ହରକତ ହେବା ସହ
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଦୁଇ ଗୁରୁତର

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମୁରିଗୁଡା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
Read More...

ରାଉରକେଲା କଲେଜ ‘ଗଭର୍ଣ୍ଣିଙ୍ଗ ବଡ଼ି’ର ପ୍ରଥମ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲାର ସର୍ବ ପୁରାତନ କଲେଜ, 'ରାଉରକେଲା କଲେଜ-ରାଉରକେଲା' ଏବଂ 'ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ-ରାଉରକେଲା'ର ୩୬୦ ଡିଗ୍ରୀ ବିକାଶ ନିମିତ୍ତ ବିଗତ ବର୍ଷ ନଭେମ୍ବର ମାସରେ ଏକ ପ୍ରବନ୍ଧକ ମଣ୍ଡଳ (ଗଭର୍ଣ୍ଣିଙ୍ଗ ବଡ଼ି)କୁ ରାଜ୍ୟ
Read More...

ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗରେ ନୂତନ ଉପନିର୍ଦ୍ଦେଶକଙ୍କ ଯୋଗଦାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗରେ ନୂତନ ଉପନିର୍ଦ୍ଦେଶକ ଭାବରେ ଚତୁର୍ଭୁଜ ସାହୁ ଆଜି ଯୋଗଦାନ କରିଛନ୍ତି । ଯୋଜନା ଓ ସଂଯୋଜନା ବିଭାଗର ପତ୍ର ସଂଖ୍ୟା ୫୫୦୭, ତା.୪/୦୫/୨୦୨୨ ଅନୁସାରେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୧ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୬ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ପାଣିରେ ବୁଡ଼ି ଅଷ୍ଟମ ଶ୍ରେଣୀ ଛାତ୍ର ମୃତ

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିନସ୍ଥ ବିପୁଲିଙ୍ଗି ଗ୍ରାମରେ ପୋଖରୀରେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ଛାତ୍ର ଜଣଙ୍କ ପାଣିରେ ବୁଡ଼ି ଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ଛତ୍ରପୁର ଥାନା ଅଧିନ ବିପୁଲିଙ୍ଗି ଗ୍ରାମର ରୋଷନ ମହାରଣା ଆଜି ସ୍କୁଲରୁ ଫେରି ଗାଁ ନିକଟ ପୋଖରୀକୁ
Read More...

ଅଧିକ ନିଶା ଥିବା କଫ୍‌ ସିରପ୍‌ ପେଟି ଜବତ ସହ ଜଣେ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚୋରାଚାଲାଣ ହେଉଥିବା ବେଳେ ଅଧିକ ନିଶା ଥିବା ୪ ପେଟି କଫ ସିରପ୍ ଏସଟିଏଫ୍‌ ଓ ଭରତପୁର ଥାନା ପୁଲିସ ଜବତ କରିଥିବା ଜଣାପଡିଛି । । ଏହି ମାମଲାରେ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଶୁକ୍ରବାର ପୋଖରୀପୁଟ ଠାରେ ଥିବା ପଦ୍ମନାଭ ବେହେରା
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୩ ମୃତ

ମହାରାଜଗଞ୍ଜ : ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଫରେଦା ବାଇପାସ୍‌ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାଘଟିଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ, ଫରେଦା ଥାନା ଅନ୍ତର୍ଗତ ସୋନୋଲି-ଗୋରଖପୁର ଜାତୀୟ ରାଜପଥରେ ଏକ ଦୃତଗତିରେ ଆସୁଥିବା ଟ୍ରକ୍ ନିୟନ୍ତ୍ରଣ
Read More...