pakka

ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗରେ ନୂତନ ଉପନିର୍ଦ୍ଦେଶକଙ୍କ ଯୋଗଦାନ

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗରେ ନୂତନ ଉପନିର୍ଦ୍ଦେଶକ ଭାବରେ ଚତୁର୍ଭୁଜ ସାହୁ ଆଜି ଯୋଗଦାନ କରିଛନ୍ତି । ଯୋଜନା ଓ ସଂଯୋଜନା ବିଭାଗର ପତ୍ର ସଂଖ୍ୟା ୫୫୦୭, ତା.୪/୦୫/୨୦୨୨ ଅନୁସାରେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ଶ୍ରୀ ସାହୁ କନ୍ଧମାଳ ଜିଲ୍ଲାରେ ଯୋଜନା ଓ ସଂଯୋଜନ କାର୍ଯ୍ୟାଳୟରେ ସହକାରୀ ନିର୍ଦେଶକ ଭାବରେ କାର୍ଯ୍ୟରତ ଥିଲେ । ଶ୍ରୀ ସାହୁ ୨୦୦୪ ମସିହାରୁ ୨୦୧୮ ଏବଂ ୧/୦୧/୨୦୧୯ରୁ ୧୧/୦୨/୨୦୧୯ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାର ଯୋଜନା ବିଭାଗର ସହକାରୀ ନିର୍ଦେଶକ ଭାବରେ କାର୍ଯ୍ୟରତ ଥିଲେ ।

jay balangir
Leave A Reply

Your email address will not be published.

four − two =