Daily Archives

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ଥିବା ପଦବୀ ପୂରଣ ପାଇଁ ଏହି ଉପନିର୍ବାଚନ ହେବ । କଟକ ମେୟର ଭାବେ ନିର୍ବାଚିତ ହେବା ପରେ ଇସ୍ତଫା ଦେଇଥିଲେ ସୁବାସ । ଉପନିର୍ବାଚନରେ ନିର୍ବାଚିତ ସଦସ୍ୟ ୨୦୨୬
Read More...

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ପ୍ରାୟ ୧୨ଟା ୩୯ ସମୟରେ ଚାଙ୍ଗଲାଙ୍ଗ ଜିଲ୍ଲାରୁ ପ୍ରାୟ ୨୨୨ କିଲୋମିଟର ଦୂରରେ ଭୂକମ୍ପ କେନ୍ଦ୍ରିଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପର ତ୍ରୀବତା ୪.୨ ରେକର୍ଡ କରାଯାଇଛି । ତେବେ ବର୍ତ୍ତମାନ
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ

ସମ୍ୱଲପୁର : ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭିଜିଲାନ୍ସ ଅଧିକାରୀ । କେସ୍ ରଫାଦଫା କରିବା ପାଇଁ ନେଉଥିଲେ ଲାଞ୍ଚ । ସୂଚନା ଅନୁସାରେ ସମ୍ବଲପୁରର ଭିଜିଲାନ୍ସ ଡିଭିଜିନର ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି ।
Read More...

ପିଆଇବି ଓ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ଯୋଗ ଶିବିର ଆୟୋଜିତ

ଭୁବନେଶ୍ୱର, (ପିଆଇବି) : ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୨କୁ ଆଉ ୩୯ ଦିନ ବାକି ରହିଛି । ଏଥିପୂର୍ବରୁ ୭୫ଦିନିଆ ଅବଗଣନାର ଅଂଶବିଶେଷ ସ୍ବରୂପ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି), ଭୁବନେଶ୍ବର ପକ୍ଷରୁ ଶୁକ୍ରବାର ଦିନ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ସୂଚନା ଏବଂ
Read More...

ଟେବୁଲ ଟେନିସ ପ୍ରଶିକ୍ଷଣ ଶିବିରର ଶୁଭ ଉଦ୍‌ଘାଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନାଇସ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ଆସନ୍ତା ତା ୧୯/୦୫/୨୦୨୨ ପର୍ଯ୍ୟନ୍ତ ସାତଦିନିଆ ‘ଟେବୁଲ ଟେନିସ୍‌’ ପ୍ରଶିକ୍ଷଣ ଶିବିରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ଅନୁଷ୍ଠାନର ଯୁଗ୍ମ ପରିଚାଳକ ଆଶୁତୋଷ
Read More...

ନିଷ୍ଠା ପରିବାର ତରଫରୁ ଅଜଣା ଶବ ସତ୍କାର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ବ୍ରିଜରୁ ମୃତ ଅବସ୍ଥାରେ ପାଖାପାଖି ୩୦ରୁ ୩୫ବର୍ଷ ବୟସ ହେବ ଜଣେ ଯୁବକଙ୍କ ମୃତ ଦେହ ଅତ୍ୟନ୍ତ ଖରାପ ଅବସ୍ଥାରେ ଉଦ୍ଧାର କରିଥିଲେ ସଦର ଥାନା ପୋଲିସ । ଯୁବକଙ୍କ କୌଣସି ପରିଚୟ ନ ମିଳିବାରୁ ତାଙ୍କ ଶବକୁ ସଂରକ୍ଷଣ କକ୍ଷରେ
Read More...

ବାଇକ୍ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ରୁ କଣ୍ଟାବାଞ୍ଜି ରାସ୍ତା ସାଲେପାଲି ଛକ ନିକଟ ମୁଖ୍ୟ ରାସ୍ତାରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ସଲାଣ୍ଡିର ନୀଳ ଧାରୁଆ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ
Read More...

ନିଜ ପୈତୃକ ନାମରେ ଥିବା ସ୍କୁଲ ଜମି ଅକ୍ତିଆର ଦାବୀରେ ପତ୍ରାପାଲି ସ୍କୁଲ ଗେଟରେ ତାଲା ପକାଇଲେ ଜମି ଦାନ କରି ଟଙ୍କା…

ରାସ୍ତାରେ ପଢିଲେ ଛାତ୍ର ଛାତ୍ରୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରଖୋଲ ବ୍ଲକ ଅନ୍ତର୍ଗତ ପତ୍ରାପାଲି ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଝୁଲୁଛି ତାଲା । ସୁଚନା ମୁତାବକ ସ୍କୁଲ୍‌ର ୧୬ ଡିସିମିଲ୍ ଜମି ସେହି ଗ୍ରାମର କୁଲୁଥୁ ସଗଡିଆଙ୍କ ନାମରେ ଅଛି କିନ୍ତୁ
Read More...

ଜଳିଗଲା କେନ୍ଦୁପତ୍ର ଫଡି

ଟିକ୍ରାପଡା, (କେପିଏନ୍‌ଏସ୍‌) : ସଇନ୍ତଳା ବ୍ଲକ୍‌ ଟିକ୍ରାପଡା କେନ୍ଦୁପତ୍ର ରେଞ୍ଜ ଅଧୀନସ୍ଥ ତଥା ଟିକ୍ରାପଡା ସର୍କଲ ଅନ୍ତର୍ଗତ ଲୁଥାକେନ୍ଦ ପତ୍ରଫଡି ପୋଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ନିଆଁ ଲାଗିଥିବା ସଂପର୍କରେ ବୁଧବାର ରାତି ପ୍ରାୟ ୧୦ଟାରେ ରେଞ୍ଜ ଅଧିକାରୀ ଫୋନ୍‌ରେ ଖବର ପାଇ
Read More...

ମହିଳାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଲେ ଦୁର୍ବୃତ୍ତ

ଖଲ୍ଲିକୋଟ : ଛତ୍ରପୁର ଥାନା ଅଧିନସସ୍ଥ ଦେବୀ ନଗର ଦ୍ଵିତୀୟ ଲାଇନରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ମିଳିଛି । ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟାରେ ଏ. ସୁଲୋଚନା ବଜାରରୁ ପରିବା ଧରି ନିଜ ଘର ରାମକୃଷ୍ଣ ନଗର ଷଷ୍ଠ ଲାଇନକୁ ଏକୁଟିଆ ଚାଲି ଚାଲି ଫେରୁଥିଲେ । ଦେବୀ ନଗର ଦ୍ଵିତୀୟ ଲାଇନରେ
Read More...