Daily Archives

ସବାରୀ ଗାଡି ଓଲଟି ୭ ଗୁରୁତର

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ଜଙ୍ଗଲଭିୟୁ ହୋଟେଲ ନିକଟରେ ବରଯାତ୍ରୀ ଗାଡି ଓଲଟି ୭ ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ
Read More...

ବିଶ୍ୱ ନର୍ସ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ନର୍ସିଂ ଏମ୍ପ୍ଲଇଜ୍‌ ଆସୋସିଏସନ୍‌ ପକ୍ଷରୁ ଗୁରୁବାର ବିଶ୍ୱ ନର୍ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନର୍ସମାନେ କ୍ୟାଣ୍ଡେଲ୍‌ ଜାଳି ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇବା ସହିତ ରୋଗୀମାନଙ୍କୁ ଯତ୍ନବାନ ଭାବେ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୬ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ଯୁବ ଟୁରିଜିମ୍ କ୍ଲବ ଗଠନ ସଂକ୍ରାନ୍ତ ପର୍ଯ୍ୟଟନ ମନ୍ତ୍ରଣାଳୟର ପ୍ରୟାସକୁ ସିବିଏସ୍ଇର ସମର୍ଥନ

● ଯୁବ ଟୁରିଜିମ୍ କ୍ଲବ ଗଠନ କରିବାକୁ ସବୁ ଅନୁବନ୍ଧିତ ସ୍କୁଲକୁ ନିର୍ଦ୍ଦେଶ ଦେଲା ସିବିଏସ୍ଇ● ସ୍କୁଲ ସମୂହରେ ଯୁବ ଟୁରିଜିମ କ୍ଲବ ପ୍ରତିଷ୍ଠା ଜାତୀୟ ସଂହତି ସହିତ ଏକ ଭାରତ ଶ୍ରେଷ୍ଠ ଭାରତ” ଭାବନାକୁ ପ୍ରୋତ୍ସାହିତ କରିବ : ଜି କିଷନ ରେଡ୍ଡୀ● ଯୁବବର୍ଗ ଭାରତ ଓ ଏହାର ସମୃଦ୍ଧ ସାଂସ୍କୃତିକ,
Read More...

ରାଜ୍ୟ ସରକାରଙ୍କ ଦ୍ୱାରା ତାଳଚେର ମେଡିକାଲ କଲେଜ ପରିଚାଳନା ନିଷ୍ପତି ପ୍ରସଙ୍ଗ

ଓଡ଼ିଶା ସରକାର ଓ ଏମସିଏଲ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ତାଳଚେର ମେଡ଼ିକାଲ କଲେଜକୁ କାର୍ଯ୍ୟକ୍ଷମ କରିବେ ବୋଲି ଆଶା-ଧର୍ମେନ୍ଦ୍ର ପ୍ରଧାନ• ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ତାଳଚେର ମେଡ଼ିକାଲ କଲେଜକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ•
Read More...

ବାଇକରୁ ପଡି ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରୁଗୁଡିପଡା ମାଛବଜାର ନିକଟରେ ଜଣେ ଜୁବକ ବାଇକରୁ ପଡି ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ସଂଜୀବ ସାହୁ ଓ ତାଙ୍କ ମୁଣ୍ଡରେ ଆଘାତ ହୋଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାପାରେ ଭର୍ତ୍ତି କରାଇଥିଲେ ।
Read More...

କାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ରଗୁଡ଼ିକର ତାଲିକା ପ୍ରକାଶିତ

● କାନ୍ସରେ ‘ରକେଟ୍ରୀ- ଦ ନାମ୍ବୀ ଇଫେକ୍ଟ’ ଚଳଚ୍ଚିତ୍ରର ୱାର୍ଲ୍ଡ ପ୍ରିମିୟର ହେବ● ତାମିଲ, ମରାଠୀ, ମାଲୟାଲମ, ମିଶିଂ ଏବଂ ହିନ୍ଦୀ ଭାଷାର ଚଳଚ୍ଚିତ୍ର ହେବ ମୁଖ୍ୟ ଆକର୍ଷଣ ନୂଆଦିଲ୍ଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଗତକାଲି କାନ୍ସ ଚଳଚ୍ଚିତ୍ର ସମାରୋହରେ ପ୍ରଦର୍ଶିତ
Read More...

ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଜୀବ କୁମାରଙ୍କ ନିଯୁକ୍ତି

ନୂଆଦିଲ୍ଲୀ, (ପିଆଇବି) : ସବୁଠୁ ବରିଷ୍ଠ ନିର୍ବାଚନ ଆୟୁକ୍ତ ରାଜୀବ କୁମାରଙ୍କୁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଛନ୍ତି । ୧୪ ମେ ୨୦୨୨ରେ ଶ୍ରୀ ସୁଶୀଲ ଚନ୍ଦ୍ରାଙ୍କ ଅବସର ଗ୍ରହଣ ପରେ ରାଜୀବ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ୧୫ ମେ
Read More...

ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଲ୍‌ସ ଏଜୁକେସନ ଟ୍ରଷ୍ଟର ଜଗଦା ସ୍ଥିତ ଆଣ୍ଟି ନିର୍ମଳ ନର୍ସରୀ ସ୍କୁଲର ଗ୍ରୀଷ୍ମକାଳୀନ ଶିବିର ଗତ ୬ ତାରିଖରୁ ଆରମ୍ଭ ହୋଇ ଗତକାଲି ଶେଷ ଦିନରେ ଅଭିଭାବକ ସହ ମତ ବିନିମୟ କାର୍ଯ୍ୟକ୍ରମ ସହ ସମାପ୍ତ ହୋଇଛି । ସ୍କୁଲର ଅଧ୍ୟକ୍ଷା ସୋନା ଚକ୍ରବର୍ତ୍ତୀଙ୍କ
Read More...

ବିଧାୟକ ସରୋଜ ମେହେରଙ୍କ ଦ୍ଵାରା ସେଲ୍ପି ପିଏଣ୍ଟ ଉଦ୍‌ଘାଟନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପ୍ରତ୍ୟେକ ସହର ଗୁଡ଼ିକରେ ନିର୍ମିତ ହୋଇଥିବା ସେଲ୍ଫି ପଏଣ୍ଟ ଜନସାଧାରଣଙ୍କ ମନକୁ ବେଶ ଆକର୍ଷିତ କରୁଛି । ବିଶେଷ କରି ସେଲ୍ଫି ପଏଣ୍ଟଟି ଯୁବକ ଯୁବତୀମାନଙ୍କ ପାଇଁ ସେଲ୍ଫି ନେବାରେ ନିଶ୍ଚିତ ଭାବରେ ବେଶ ଆକର୍ଷିତ କରୁଛି । ବଲାଙ୍ଗିର ପଟୁ ପାଟଣାଗଡ଼
Read More...