Daily Archives

ଭୁବନେଶ୍ୱରଠାରେ ଜାତୀୟ ଖଣିଜ କଂଗ୍ରେସ ଏବଂ କୋଇଲା ବାଷ୍ପୀକରଣ କାରଖାନା ଗସ୍ତ ଆୟୋଜନ କରିବ କୋଇଲା ମନ୍ତ୍ରଣାଳୟ

● କାର୍ଯ୍ୟକ୍ରମରେ ଯୋଗ ଦେବେ ୨୦ଟି ପ୍ରମୁଖ କମ୍ପାନୀର ଶିଳ୍ପ ବିଶେଷଜ୍ଞ● ଆଲୁମିନିୟମ ଓ ଇସ୍ପାତ କ୍ଷେତ୍ର, କୋଇଲା ବାଷ୍ପୀକରଣ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ କୋଇଲାରୁ ହାଇଡ୍ରୋଜେନ ପାଇଁ ରୋଡମ୍ୟାପ ଉପରେ ଧ୍ୟାନ କେନ୍ଦ୍ରିତ କରାଯିବ ନୂଆଦିଲ୍ଲୀ, (ପିଆଇବି) : କୋଇଲା ମନ୍ତ୍ରଣାଳୟ
Read More...

ପିଇବା ପାଣି ସମସ୍ୟା ଉପରେ ନରସିଂହଙ୍କ ସମୀକ୍ଷା ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଚଣ୍ଡ ରୁଦ୍ରତାପ ଯୋଗୁଁ ଭୂତଳ ଜଳସ୍ତର କମିବାରେ ଲାଗିଛି । କୂପ ନଳକୂପରୁ ପାଣି ବାହାରିବା ମୁସ୍କିଲ ହେଉଥିବା ବେଳେ ଜଳ ସ୍ୱାସ୍ଥ୍ୟ ବିଭାଗର ଦୁର୍ବଳ ଜଳ ଯୋଗାଣ ସମସ୍ୟାକୁ ଆହୁରି ଉତ୍କଟ କରିଛି । ଏହି ସମସ୍ୟାକୁ ନେଇ ଆଜି ଅପରାହ୍ନରେ ବଲାଙ୍ଗିର ବିଧାୟକ
Read More...

ରଜାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଭୂତିଆରବାହାଲ ପଞ୍ଚାୟତ ଅନ୍ତର୍ଗତ ରଜାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଦିନ ବାର୍ଷିକୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଦାମୋଦର ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ
Read More...

ବଲାଙ୍ଗିର ପିଡି ଡୁଡାଙ୍କ ତୁଷୁରା ଏନ୍‌ଏସିକୁ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରା ଏନ୍‌ଏସିକୁ ଆଜି ବଲାଙ୍ଗିର ପିଡି ଡୁଡା ସୁଦର୍ଶନ ସଏ ପରିଦର୍ଶନ କରିଛନ୍ତି । ପିଡି ଡୁଡା ଶ୍ରୀ ସଏ ପରିଦର୍ଶନ କରି ତୁଷୁରା ଏନ୍‌ଏସି ଅନ୍ତର୍ଗତ ସ୍ମାର୍ଟ ପାର୍କ, କ୍ରେମେଟୋରିୟମ୍, ମହିପୁର ଏବଂ ନଗାଁ ଖେଳ ପଡିଆ, ମିଶନ୍
Read More...

ଭାରତୀୟ ଜନତା ପାର୍ଟି ତରଫରୁ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ଆମ୍ବତୋଟାଠାରେ ବଲାଙ୍ଗିର ସାଂସଦ ଶ୍ରୀମତି ସଂଗୀତା କୁମାରୀ ସିଂଦେଓଙ୍କ ନୂତନ ନୋମିନି ପ୍ରବୀଣ କୁମାର ଅଗ୍ରୱାଲଙ୍କ ନେତୃତ୍ୱରେ ମହରାପଦର ଆମ୍ବତୋଟାଠାରେ ଏକ ଜରୁରୀ ବୈଠକ ହୋଇଥିଲା । ଏଥିରେ ଖପ୍ରାଖୋଲ ବ୍ଲକ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୮ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୧ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଶିକ୍ଷକଙ୍କ ବଦଳି ପରେ ବ୍ରାହ୍ମଣୀ ସ୍କୁଲର ତାଲା ଖୋଲିଲା : ସ୍କୁଲ କମିଟି ଓ ଗ୍ରାମବାସୀ ମଧ୍ୟରେ ଖୁସିର ମାହୋଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନସ୍ଥ ବ୍ଲକ କଲୋନୀ କ୍ଲଷ୍ଟର ସ୍ଥିତ ଡେଙ୍ଗ ପଞ୍ଚାୟତର ବ୍ରାହ୍ମଣୀ ସରକାରୀ ପ୍ରକଳ୍ପ ବିଦ୍ୟାଳୟଠାରେ ଶିକ୍ଷକ ବଦଳି ଦାବୀ ନେଇ ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀମାନେ ଗତ ୨ ଦିନ ଧରି ସ୍କୁଲ ଗେଟରେ ତାଲା ପକାଇ
Read More...

ଓମ୍‌ଫେଡ୍‌ ଗାଡି ଓ ବାଇକ ମୁହାଁମୁହିଁ ଧକ୍କା : ବାଇକ ଆରୋହୀଙ୍କ ମୃତ୍ୟୁ, ଦୁର୍ଘଟଣା ଦେଖି ଟିଟିଲାଗଡ଼ ଉପଜିଲ୍ଲାପାଳ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ପାଖରେ ଓମ୍‌ଫେଡ଼୍‌ ଗାଡି ଓ ବାଇକ ମୁହାଁ ମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତିଙ୍କ ନାମ ଗୋବିନ୍ଦ ସେଲମା (୩୦) । ତାଙ୍କ ଘର ଦେଓଗାଁ ଥାନା ମୁରସିଂ ବୋଲି ଜଣାପଡିଛି
Read More...

ଜିଲ୍ଲାରେ ସଡ଼କ ସୁରକ୍ଷା ଓ ଦୁର୍ଘଟଣାକୁ ହ୍ରାସ କରିବା ନିମନ୍ତେ ସମନ୍ୱୟ ବୈଠକ

ଜିଲ୍ଲାରେ ଜୁନ ୧ ତାରିଖ ଠାରୁ "ନୋ ହେଲମେଟ ନୋ ପେଟ୍ରୋଲ"କୁ କଡାକଡି କରିବା ଉପରେ ଜିଲ୍ଲାପାଳଙ୍କ କଡା ନିର୍ଦେଶଜିରୋ କାଜୁଆଲିଟି ଉପରେ ବୈଠକରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାରେ ସଡ଼କ ସୁରକ୍ଷା ଓ ତତ୍‌ ସମ୍ୱନ୍ଧୀୟ ଦୁର୍ଘଟଣାକୁ
Read More...

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବ୍ରଜରାଜନଗର ବିଧାନସଭା ମଣ୍ଡଳୀ ଏବେ ମଧ୍ୟ ଅବହେଳିତ, ଖଣି ଖାଦାନରେ ଅଞ୍ଚଳରେ ମୁଖ୍ୟତଃ ଲୋକଙ୍କ ପାଇଁ ଆବଶ୍ୟକ ପାନୀୟ ଜଳ ଓ ପରିବେଶ ସୁରକ୍ଷା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦୃଷ୍ଟି ଦେଇ ନାହାନ୍ତି । ଫଳରେ ଲୋକମାନେ ଏବେ ମଧ୍ୟ ଏହି ମୈଳିକ ସୁବିଧା
Read More...
error: Content is protected !!