Daily Archives

ବିଶ୍ୱ ବିଦ୍ୟାଳୟରେ ନୂତନ ବିଭାଗ ଖୋଲିବା ପାଇଁ କୁଳପତିଙ୍କୁ ଛାତ୍ର କଂଗ୍ରେସର ଦାବୀପତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ହେଉଛି ଓଡିଶା ତଥା ପଶ୍ଚିମ ଓଡିଶାର ଗୋଟେ ପ୍ରମୁଖ ଶିକ୍ଷାନୁଷ୍ଠାନ । କିନ୍ତୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇବାର ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା ମନସ୍ତତ୍ୱ ବିଭାଗ, ସମାଜ
Read More...

ତୁରେକେଲା ବ୍ଲକ ଅର୍ନ୍ତଗତ ବଡ଼ଡ଼କଲା ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ନୂତନ ପ୍ରସୂତି କକ୍ଷ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅର୍ନ୍ତଗତ ବଡ଼ଡ଼କଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ନୂତନ ପ୍ରସୂତି କକ୍ଷ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ରାଜେନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ
Read More...

ମାହେଶ୍ୱରୀ ସଙ୍ଗଠନର ସ୍ୱାସ୍ଥ୍ୟସେବା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିନ୍ଧାପାଲି ଗ୍ରାମର ନିର୍ମଳ ସାହୁଙ୍କ ଶରୀରର ବାମ ପାର୍ଶ୍ଵ ହିପରେ ସେକେଣ୍ଡାରୀ ଅଷ୍ଟିଓଆଥରାଇଟିସ୍ ସମସ୍ୟା ରହିଥିଲା । ସମସ୍ୟାର ଦୂରୀକରଣ ପାଇଁ ନିର୍ମଳ ସାହୁଙ୍କ ପରିବାର ଲୋକେ ଆଗଲପୁର ବ୍ଲକର ମାହେଶ୍ୱରୀ ସଙ୍ଗଠନକୁ ଜଣାଇଥିଲେ । ପରବର୍ତ୍ତୀ ସମୟରେ
Read More...

କୁସମେଲ ଆଇଟିଆଇ ଛାତ୍ର ମୃତ୍ୟୁ ଘଟଣା : ପୁତ୍ରର ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୮ ମଇରେ ସ୍ଥାନୀୟ କୁସମେଲ ପୋଖରୀରେ ଉକ୍ତ ଗ୍ରାମର ଜଣେ ଯୁବକଙ୍କ ମୃତ ଦେହ ମିଳିଥିଲା । ପୋଲିସ ମୃତ ଶରୀରକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାଟି ଅପମୃତ୍ୟୁ ହୋଇଥାଇ ପାରେ ବୋଲି କହିଥିଲା । କିନ୍ତୁ ଆଜି ମୃତକଙ୍କ ପରିବାର ଏକ ସାମ୍ବାଦିକ
Read More...

ଭୀମଡୁଙ୍ଗୁରୀରେ ଶିଶୁ ଉଦ୍ୟାନ କାମ ଆରମ୍ଭ, ଡିଏଫ୍‌ଓ ଓ ଆର୍କିଟେକଙ୍କ ଅନୁଧ୍ୟାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ରରେ ରାଜ୍ୟସରକାର ଏକ ଶିଶୁ ଉଦ୍ୟାନ ନିର୍ମାଣ ଆରମ୍ଭ କରାଇଛନ୍ତି । ବଲାଙ୍ଗିର ବନବିଭାଗ ଏହାକୁ କରାଉଛି । ଭୀମପାହାଡର ପାଦଦେଶରେ ଥିବା ଭୀମକଟା ଓ ଓଟିଡିସି ଗେଷ୍ଟହାଉସର
Read More...

ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗ : ରାଷ୍ଟ୍ରୀୟ ସ୍ମାରକ ପ୍ରାଧିକରଣର ଅନୁମତି ନାହିଁ

ସୂଚନା କର୍ମୀ ପଣ୍ଡାଙ୍କ ବଡ଼ ଖୁଲାସାଜାତୀୟ ସ୍ମାରକୀ ନିଷିଦ୍ଧାଞ୍ଚଳରେ ନିର୍ମାଣ ରାଜ୍ୟର ଏକ ପୁରୁଣା ଅଭ୍ୟାସଜାତୀୟ କୀର୍ତ୍ତିରାଜିର ନିଷିଦ୍ଧାଞ୍ଚଳରେ ନିର୍ମାଣ ହୋଇଛି ଅଙ୍ଗନୱାଡି କେନ୍ଦ୍ରକେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବିଭାଗ ମଧ୍ୟ ଆଇନ ଉଲଂଘନ କରିଛି ବଲାଙ୍ଗିର, (କେପିଏନ୍‌ଏସ୍‌) :
Read More...

ବଲାଙ୍ଗିର ଜିଲ୍ଲାରେ ‘ନଶାମୁକ୍ତ ଭାରତ ଅଭିଯାନ’ ଜରିଆରେ ନଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ‘ନଶାମୁକ୍ତ ଭାରତ ଅଭିଯାନ’ ଜରିଆରେ ନଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା ସମ୍ପର୍କିତ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି । ସିନାପାଲି ବ୍ଲକର ୨୭ଟି ପଂଚାୟତର ବିଭିନ୍ନ ସମସ୍ୟାକୁ ନେଇ ଜନ ସାଧାରଣ ଅଭିଯୋଗ କରିଛନ୍ତି । ଏଥି ମଧ୍ୟରୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ୪
Read More...

ଶିକ୍ଷକଙ୍କ ବକେୟା ଦରମା ୭ ଦିନରେ ନଦେଲେ ବିଇଓ କାର୍ଯ୍ୟାଳୟ ତାଲା ବନ୍ଦ ଚେତାବନୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର ବିଇଓ କାର୍ଯ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ବେଳେ ଏବେ ସପ୍ତମ ବେତନ କମିଶନର ୨୦% ଭାଗ ବକେୟା ଦରମା ଦୀର୍ଘ ମାସ ହେବ ସରକାରୀ ନିର୍ଦେଶନାମାରେ ଥିଲେ ମଧ୍ୟ କଣ୍ଟାମାଲ ବ୍ଲକରେ ଶିକ୍ଷକମାନଙ୍କୁ
Read More...

ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ହେଲେ ଶରତ ପଟ୍ଟନାୟକ, ସଇଁତଲାରେ ଉତ୍ସବର ମାହୋଲ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିରର ପୂର୍ବତନ ସଂସଦ ତଥା ସଇଁତଲାର ସୁଯୋଗ୍ୟ ସନ୍ତାନ ଶରତ ପଟ୍ଟନାୟକ ପୁନର୍ବାର ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବେ ଏଆଇସିସି ନିଯୁକ୍ତ ଦେବା ପରେ ପଶ୍ଚିମ ଓଡିଶା ସମେତ ନିଜ ଜନ୍ମମାଟି ସଇଁତଲା ସହରରେ ଖୁସିର ମହୋଲ ଦେଖାଦେଇଛି । ଗତ ସୋମବାର
Read More...
error: Content is protected !!