Daily Archives

ମୁଖ୍ୟମନ୍ତ୍ରୀଙ୍କ ତୁରନ୍ତ ପଦକ୍ଷେପ ଦ୍ୱାରା ଗଞ୍ଜାମ ଜିଲ୍ଲାର ୧୧ ଜଣ ମତ୍ସ୍ୟଜୀବୀ ଅଶାନ୍ତ ସମୁଦ୍ର ମଧ୍ୟରୁ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ବିପର୍ୟ୍ୟୟ ପରିଚାଳନା ବିଭାଗ ଏବଂ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏୟାର ଲିଫ୍ଟ ଯୋଗେ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରୁ ଉଦ୍ଧାର କରାଯାଇ ସୋନପୁର
Read More...

ପାଟଣାଗଡ଼ ସହରର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କଲେ ବିଧାୟକ ସରୋଜ କୁମାର ମେହେର

ବିଭାଗୀୟ ଅଧିକାରୀ ତାଗିଦ୍ କଲେ ବିଧାୟକ ଶ୍ରୀ ମେହେର ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ପାଟଣାଗଡ ବିଧାୟକ ସରୋଜ ମେହେର ଆଜି ଲୋକଙ୍କ ବିଭିନ୍ନ ସମସ୍ୟାକୁ ନେଇ ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟକୁ ଯାଇ ସମସ୍ୟାର ସମାଧାନ ପାଇଁ ପରିଦର୍ଶନ କରିବା ସହ ପରିକ୍ଷଣ ନିରୀକ୍ଷଣ କରି ଆଶୁ
Read More...

ନୂତନ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲା ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ଶାଖା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ବରଗଡ ଜିଲ୍ଲା ତରଫରୁ ବରଗଡରେ ନୂତନ ଭାବେ ଯୋଗଦେଇ ଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ବରଗଡ ଜିଲ୍ଲାରେ ଘଟୁଥିବା ବିଭିନ୍ନ
Read More...

କବି ଦିଲ୍ଲୀପ ମହାନ୍ତିଙ୍କ କବିତା ପୁସ୍ତକ ଉନ୍ମୋଚନ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସୁନାମଧନ୍ୟ କବି, ନାଟ୍ୟକାର ତଥା ସୁସାହିତ୍ୟିକ ଦିଲ୍ଲୀପ କୁମାର ମହାନ୍ତିଙ୍କ ଦଶମ ପୁସ୍ତକ କୋଶଲି ବ୍ୟଙ୍ଗ କବିତା ସଂକଳନ "ଇହାଦେ ଗୁଟେ ମଜା ହେଲା" ଉନ୍ମୋଚିତ ହୋଇଯାଇଛି । ରବିବାର ବୌଦ୍ଧ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଓଡିଶା ସାହିତ୍ୟ
Read More...

ଚଳିତବର୍ଷ ପାଇଁ ଗଞ୍ଜାମକୁ ୬ଟି ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ୨୦୨୧ - ୨୨ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଗଞ୍ଜାମ ଜିଲ୍ଲାକୁ ୬ଟି ଜାତୀୟସ୍ତରର ପୁରସ୍କାର ମିଳିବାର ସୌଭାଗ୍ୟଲାଭ ହୋଇଛି । ବ୍ଲକ ସ୍ତରରେ ଜିଲ୍ଲାର ହିଞ୍ଜିଳି ଓ ଶେରଗଡ ବ୍ଲକ ସମେତ ପଞ୍ଚାୟତ ସ୍ତରରେ ହିଞ୍ଜିଳି ବ୍ଲକର ସାରୁ
Read More...

ଚୋରା ମଦ ଜବତ, ଜଣେ ଗିରଫ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ଗ୍ରାମରେ ମଦ ଧରପଗଡ଼ରେ ଛତ୍ରପୁର ଥାନା ପୋଲିସକୁ ମିଳିଛି ଏକ ସଫଳତା । ୫୪ ଲିଟର ଫରେନ ଲିକ୍‌କ୍ୱିଡ଼, ୨୨ଲିଟର ଦେଶୀ ମଦ ଜବତ କରିବା ସାଂଗକୁ ଏଥିରେ ୫୦ବର୍ଷର ଜଣେ ସମ୍ପୃକ୍ତ ବ୍ୟକ୍ତି ଦୁର୍ଯ୍ୟୋଧନ ସାହୁଙ୍କୁ
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୦ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୯ ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଅତିରିକ୍ତ ତହସିଲଦାର ଓ ୩ ଆର୍‌ଆଇଙ୍କୁ ମାଡ ଘଟଣା : ୨ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ବାଲି ଚୋରା ଚାଲାଣ ଚଢ଼ାଉ ବେଳେ ବାଲି ମାଫିଆ ମାନେ ଅତିରିକ୍ତ ତହସିଲଦାର ଶୁଭେନ୍ଦୁ କୁମାର ଜେନା, ଆର୍‌ଆଇ ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ କୁମାର ବେହେରାଙ୍କୁ ଆକ୍ରମଣକାରୀ ଲହୁ ଲୁହାଣ କରି ପକାଇଥିଲେ । ଉକ୍ତ ଘଟଣାରେ ପୋଲିସ ଦୁଇ ମୁଖ୍ୟ
Read More...

ଗଜବାହାଲ ନିକଟରେ ଯୁବକଙ୍କ ମୃତଦେହ ଉଦ୍ଧାର : ସ୍ତ୍ରୀ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ରିଷିଡା ପୋଲିସ ଫାଣ୍ଡି ଅନ୍ତର୍ଗତ ଗଜବାହାଲ ଗ୍ରାମର କଲୋନୀପଡା ନିକଟରେ ଆଜି ଏକ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ରିଷିଡା ଫାଣ୍ଡିଅଧିକାରୀ କ୍ଷୀରସିନ୍ଧୁ ମାଝୀ ଘଟଣାସ୍ଥଳରେ ପହଂଚି
Read More...

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ), ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ)…

• ଆରମ୍ଭ ହେବା ପରଠାରୁ ଦେଶର ସାଧାରଣ ନାଗରିକଙ୍କ ପାଇଁ ସାମାଜିକ ସୁରକ୍ଷା ସୁନିଶ୍ଚିତ କରି ଆସୁଛନ୍ତି ଏସବୁ ଯୋଜନା• ସରକାରଙ୍କ ୩ଟି ବୀମା ଏବଂ ପେନସନ ଗ୍ୟାରେଣ୍ଟି ଯୋଜନା ମାଧ୍ୟମରେ କମ୍ ଖର୍ଚ୍ଚରେ ସମାଜର ଅନ୍ତିମ ବ୍ୟକ୍ତି ନିକଟରେ ଜନ ସୁରକ୍ଷା ସୁବିଧା ପହଞ୍ଚିପାରୁଛି : ଅର୍ଥ ମନ୍ତ୍ରୀ
Read More...