Daily Archives

ରଜତ କରଙ୍କ ବିୟୋଗରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବିଶିଷ୍ଟ ସ୍ତମ୍ଭକାର, ଜଗନ୍ନାଥ ସଂସ୍କୃତିର ପ୍ରବୀଣ ବକ୍ତା ତଥା ପୂର୍ବତନ ଶିକ୍ଷା ବିଭାଗ ନିର୍ଦ୍ଦେଶକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ସୋମବାର ଦିନ ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଜଗତବନ୍ଧୁ ବିଶ୍ଵ ଭାରତୀ ଶିକ୍ଷା ନିକେତନ ସ୍ୱତନ୍ତ୍ର
Read More...

ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ତୃତୀୟ ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲାଲଟିକ୍ରା ସ୍ଥିତ ସଂଜୟ ମହାକୁରଙ୍କର ବାସଭବନରେ ଡୁମାଲ ପରିଷଦ ଓଡିଶା ସହରାଞ୍ଚଳ ବଲାଙ୍ଗିରର ଏକ ସାଧାରଣ ବୈଠକ ସଂଜୟ କୁମାର ମହାକୁରଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ପରିଷଦର କିପରି ଏକ ମାହେଶ୍ୱରୀ ଭବନ ନିର୍ମାଣ ହେବ ସେ ବିଷୟରେ
Read More...

ଏସ୍‌ୟୁସିଆଇ(ସି) ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ବିରୁଦ୍ଧରେ ବଲାଙ୍ଗିର…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏସ୍‌ୟୁସିଆଇ(ସି) ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ରନ୍ଧନ ଗ୍ୟାସର ମୂଲ୍ୟବୃଦ୍ଧି ବିରୁଦ୍ଧରେ ବଲାଙ୍ଗିର ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏସ୍‌ୟୁସିଆଇ(ସି) ପାର୍ଟି ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ କୁହାଯାଇଛି
Read More...

ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷି ଉପରେ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଲୁହାରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିଜୁରୀ ଗ୍ରାମରେ ଜୈବିକ କୃଷିକୁ ନେଇ ତ୍ରିରଙ୍ଗା କୃଷକ ସଙ୍ଗଠନ ଦ୍ବାରା ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା କୃଷକ ସଙ୍ଗଠନ ସଂପାଦକ ନନ୍ଦଲାଲ
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ମାତୃ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ମାତୃ ଦିବସ ପାଳିତ ହୋଇଯାଇଛି । ସ୍ନେହମୟୀ ମା’ର ନିଃସ୍ୱାର୍ଥ ପ୍ରେମ ଓ ତ୍ୟାଗ ପ୍ରତି କୃତଜ୍ଞତା ଜଣାଇବା ଲାଗି ପ୍ରତି ବର୍ଷ ‘ମାତୃ ଦିବସ’ ପାଳନ କରାଯାଏ । ଗତକାଲି ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ଅଧ୍ୟକ୍ଷ
Read More...

ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତାରେ ଓଡ଼ିଶା ଦଲରେ ସାମିଲ ଶୃତି ଥାପାଙ୍କୁ ଶୁଭେଚ୍ଛା

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ୧୦ରୁ ୧୫ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲ୍ଲା ଇସ୍‌ଲାମପୁରଠାରେ ହେବାକୁ ଯାଉଛି ୨୪ତମ ଜାତୀୟ ଯୁବ ଭଲିବଲ୍‌ ପ୍ରତିଯୋଗିତା । ଭାରତୀୟ ଭଲିବଲ ମହାସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ଦେଶର ବିଭିନ୍ନ ରାଜ୍ୟର ଖେଳାଳୀମାନଙ୍କ
Read More...

ସେୟାରର ସ୍ୱନକ୍ଷତ୍ର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ରୀଡା, ସାଂସ୍କୃତିକ, ସାମାଜିକ ଏବଂ ବୌଦ୍ଧିକତାକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ କରି ଗଠନ ହୋଇଥିବା "ସେୟାର" ଅନୁଷ୍ଠାନର ସ୍ୱନକ୍ଷତ୍ର ଦିବସ ବସ୍ତିଆ ମେମୋରିଆଲ ଟ୍ରଷ୍ଟ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସରୋଜ କୁମାର ମହାନ୍ତିଙ୍କ
Read More...

ରାଜ୍ୟସ୍ତରୀୟ କାର୍ଟୁନ୍ ପ୍ରଦର୍ଶନୀରେ ପଶ୍ଚିମ ଓଡ଼ିଶାର ବ୍ୟଙ୍ଗ ଚିତ୍ର ଶିଳ୍ପୀ

ସମ୍ବଲପୁର : ବିଶ୍ୱ କାର୍ଟୁନ୍ ଦିବସ ଅବସରରେ ଗତ ୬ ଓ ୭ ତାରିଖ ଦୁଇଦିନ ଧରି ଓଡ଼ିଶା କାର୍ଟୁନ୍ ଏକାଡେମୀ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନରେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ
Read More...

ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ବିଶ୍ୱ ରେଡକ୍ରସ ଦିବସ ପାଳନ ଅବସରେ ଜିଲ୍ଲା ଜୁନିଅର ରେଡକ୍ରସ ସୋସାଇଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଆଜି ସକାଳେ ସର୍ବପ୍ରଥମେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ରେଡକ୍ରସ ପତାକା ଉତ୍ତୋଳନ କରାଯାଇଥିଲା । ଏଥିରେ
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ୟୁଟ୍ୟୁବର ବିଶ୍ୱନାଥ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ବିଏମ୍ ସେମଳା ପଞ୍ଚଯାତ ଅନ୍ତର୍ଗତ ଦୁରାଗାଁ ଗ୍ରାମର ବିଶ୍ୱନାଥ ବିଷୋୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିଶ୍ୱନାଥ ନିଜ ମାମୁଁଙ୍କ ଝିଅ ସହିତ ବିବାହ କରିଛନ୍ତି । ବିଶ୍ୱନାଥ ବିଷୋୟୀ ନବରଙ୍ଗପୁର ଜିଲ୍ଲାର ଜଣେ ସଫଳ ୟୁଟ୍ୟୁବର
Read More...