Daily Archives

ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଥାନା ଅନ୍ତର୍ଗତ ଭଟିଗାଁ ଗ୍ରାମ ନିକଟସ୍ଥ ରାଞ୍ଜନଦୀ ବ୍ରିଜ୍‌ ତଳୁ ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କ ମୃତଦେହକୁ ପୋଲିସ ଠାବ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବ୍ରିଜ୍‌ ତଳେ ଜଣେ ଯୁବତୀଙ୍କ ମୃତଦେହ ପଡିଥିବା ବରପାଲି ପୋଲିସକୁ ଖବର
Read More...

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୨ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୦୭ଗୋଟି ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବିଶ୍ୱ ରେଡ଼କ୍ରସ୍ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ସ୍ଥିତ ରାଉରକେଲା କଲେଜ, ରାଉରକେଲା ଏବଂ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ରେଡ଼କ୍ରସ୍ ୟୁନିଟ ତରଫରୁ ବିଶ୍ବ ରେଡ଼କ୍ରସ୍ ଦିବସ ପାଳିତ ହୋଇଯାଇଛି । ରେଡ଼କ୍ରସ୍ ୟୁନିଟର କାଉନସିଲର ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ, ପ୍ରୋଗାମ ଅଫିସର
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ : ରେଡକ୍ରସକୁ ଆହୁରି କ୍ରିୟାଶୀଳ କରିବାକୁ ଗୁରୁତ୍ୱାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତୀୟ ରେଡକ୍ରସ ସୋସାଇଟି ବଲାଙ୍ଗିର ଶାଖା ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳନ ଉପଲକ୍ଷେ ଭୀମଭୋଇ ମେଡିକାଲ କଲେଜ୍‌ ଓ ହସପିଟାଲ୍‌ ସ୍ଥିତ ରକ୍ତ
Read More...

ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ଜିଲ୍ଲା ଯାଦବ ମହାସଭା ବଲାଙ୍ଗିର ତରଫରୁ ପଞ୍ଚାୟତ ଓ ପୌର ନିର୍ବାଚନରେ ନବ ନିର୍ବାଚିତ ହୋଇଥିବା ଯାଦବ ଲୋକ ପ୍ରତିନିଧିମାନଙ୍କ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲାର ପଞ୍ଚାୟତ ଓ ପୌର ନିର୍ବାଚନରେ ନିର୍ବାଚିତ
Read More...

ପିଆଜ ଚାଷୀଙ୍କ ସ୍ଥିତି ବେହାଲ : ଅଭାବି ବିକ୍ରିର ଶିକାର, ୫ରୁ ୭ ଟଙ୍କାରେ ଯାଞ୍ଚିଗୁଞ୍ଜା ବିକୁଛନ୍ତି ଚାଷୀ ‌

ପାଟଣାଗଡ଼, (ଗୋରେଖନାଥ ବରିହା) : ଚାରି ମାସ ପୂର୍ବେ ପିଆଜ ଖାଉଟିଙ୍କୁ କନ୍ଦାଉଥିଲା । କିନ୍ତୁ ଏବେ ପିଆଜ କାନ୍ଦୁଛି । ଏକଦା ୧୦୦ ଟଙ୍କା ଟପି ଯାଇଥିବା ପିଆଜ ଏବେ କିଲୋ ପିଛା‌ ୫ରୁ ୭ ଟଙ୍କାରେ ଯାଚିଗୁଞ୍ଜା ବିକ୍ରି ହେଉଛି । ଚାରି ମାସ ତଳର ବଜାର ତାତି ଆଜି ପୁରା କାଲୁଆ ପଡ଼ିଯାଇଛି ।
Read More...

ଓଡିଶା ଗୋଷ୍ଠୀ ସହାୟିକା ସଂଘର ପୁଇଁନ୍ତଲା ବ୍ଲକ କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଳମୁଣ୍ଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ବଲାଙ୍ଗିର ଜିଲ୍ଲା ଏଆଇଟିୟୁସି ନେତୃତ୍ୱରେ ପୁଇଁନ୍ତଲା ବ୍ଲକ ଗୋଷ୍ଠୀ ସହାୟିକା ସଂଘର, ବଲାଙ୍ଗିର ଜିଲ୍ଲା କମିଟି ସଂପାଦିକା ସାଥୀ ଲକି ହୋତାଙ୍କ ସଭାପତିତ୍ୱରେ ଏବଂ ସାଥୀ ସଭ୍ୟା ତନ୍ତିଙ୍କ ସଂଯୋଜନାରେ ଏକ ବୈଠକ
Read More...

ବଲାଙ୍ଗିର ଲୋକ ଉନ୍ନତି ସଂଗଠନ ପକ୍ଷରୁ ଜଳ ସଙ୍କଟକୁ ନେଇ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମିଜୀବୀ ମଞ୍ଚ ଓଡ଼ିଶା ଲୋକ ଉନ୍ନତି ସଂଗଠନ ବଲାଙ୍ଗିର ପକ୍ଷରୁ ୧୭ଟି ଜିଲ୍ଲାରେ ପାଣି ପାଇଁ ଅଭିିଯାନ ଆରମ୍ଭ ହୋଇଯାଇଛି । ଓଡ଼ିଶାର ୧୫୩୦ଟି ଗ୍ରାମକୁ ନେଇ ପାଣିର ସର୍ବେକ୍ଷଣ କରାଯାଇଛି ।
Read More...

ର‍୍ୟାଗିଂ ଏକ ବ୍ୟାଧି ଓ ଏହାର ନିଧାନ ଶୀର୍ଷକରେ ମାହେଶ୍ୱରୀ ସଂଗଠନ ପକ୍ଷରୁ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାହେଶ୍ୱରୀ ସଂଗଠନ ଦ୍ୱାରା ଶିକ୍ଷାନୁଷ୍ଠାନରେ ର‍୍ୟାଗିଂ ଏକ ବ୍ୟାଧୀ ଓ ଏହାର ନିଧାନ ଉପରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ବକ୍ତା ଭାବରେ ବିଭିନ୍ନ କ୍ଷେତ୍ରରୁ ଯଥା ବରିଷ୍ଠ ଆଇନଜୀବୀ ପ୍ରମୋଦ ମିଶ୍ର, ମନୋସ୍ତତ୍ତ୍ୱ ବିଜ୍ଞାନର
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘ ସ୍ତରୀୟ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାସଂଘ ସଭାପତି ପିତାମ୍ବର ରଣାଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ଟାଉନ ହଲଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟବକ୍ତା ଭାବେ ବସନ୍ତ ଚକ୍ରଧାରୀ, ମାଟିକଳା ବୋର୍ଡ ଛତିଶଗଡ, ସମ୍ମାନିତ ଅତିଥି ମହୀଧର ରଣା ବିଧାୟକ କଣ୍ଟାମାଲ, ମୁଖ୍ୟବକ୍ତା
Read More...
error: Content is protected !!