pakka

କବି ଦିଲ୍ଲୀପ ମହାନ୍ତିଙ୍କ କବିତା ପୁସ୍ତକ ଉନ୍ମୋଚନ

bbehera

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ସୁନାମଧନ୍ୟ କବି, ନାଟ୍ୟକାର ତଥା ସୁସାହିତ୍ୟିକ ଦିଲ୍ଲୀପ କୁମାର ମହାନ୍ତିଙ୍କ ଦଶମ ପୁସ୍ତକ କୋଶଲି ବ୍ୟଙ୍ଗ କବିତା ସଂକଳନ “ଇହାଦେ ଗୁଟେ ମଜା ହେଲା” ଉନ୍ମୋଚିତ ହୋଇଯାଇଛି । ରବିବାର ବୌଦ୍ଧ ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁଷ୍ଠିତ ଜିଲାସ୍ତରୀୟ ସାରସ୍ବତ ସମାରୋହ ଅବସରରେ ଉନ୍ମୋଚିତ ହୋଇଥିଲା । ଉକ୍ତ ପୁସ୍ତକ ନୂଆ ସକାଲ ସାଂସ୍କୃତିକ କୁଟୁମ୍ ତରଫରୁ ପ୍ରକାଶିତ ହୋଇ ସର୍ବ ଭାଷା ଟ୍ରଷ୍ଟ ପକ୍ଷରୁ ମନୋନୀତ ହୋଇଛି । ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଜିଲ୍ଲାର ବିଭିନ୍ନ କବି ସାହିତ୍ୟିକମାନଙ୍କ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

jay balangir
Leave A Reply

Your email address will not be published.

sixteen − eleven =