pakka

ଚୋରା ମଦ ଜବତ, ଜଣେ ଗିରଫ

bbehera

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ଗ୍ରାମରେ ମଦ ଧରପଗଡ଼ରେ ଛତ୍ରପୁର ଥାନା ପୋଲିସକୁ ମିଳିଛି ଏକ ସଫଳତା । ୫୪ ଲିଟର ଫରେନ ଲିକ୍‌କ୍ୱିଡ଼, ୨୨ଲିଟର ଦେଶୀ ମଦ ଜବତ କରିବା ସାଂଗକୁ ଏଥିରେ ୫୦ବର୍ଷର ଜଣେ ସମ୍ପୃକ୍ତ ବ୍ୟକ୍ତି ଦୁର୍ଯ୍ୟୋଧନ ସାହୁଙ୍କୁ କେସ୍‌ ନମ୍ବର ୨୩୭/୨୨ ନାମରେ ମକଦ୍ଧମା କରି ପୋଲିସ ଗିରଫ କରି ଜେଲକୁ ପଠାଇଛନ୍ତି । ଛତ୍ରପୁର ଥାନାଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଏ ସମ୍ପର୍କରେ ଏକ ପ୍ରେସ-ଇସ୍ତାହାରରେ କହିଛନ୍ତି ।

jay balangir
Leave A Reply

Your email address will not be published.

17 + five =