Daily Archives

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୩ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୧ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଘରୋଇ କଳହକୁ ନେଇ ବଡ଼ ଭାଇର ଟାଙ୍ଗିଆ ଚୋଟରେ ପରିବାରର ୩ ଜଣ ଗୁରୁତର, ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ସଇଁତଲା, (ପ୍ରମୋଦ ସେଲମା) : ଆଜି ଭୋର ସକାଳୁ ଶୋଇଥିବା ସମୟରେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ପରିବାରର ଜଣେ ଗୁରୁତର ହୋଇଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାଯାଇଛି । ପୋଲିସ ଅଭିଯୁକ୍ତ ଲାଲୁ ଯାନୀ (୪୫)ଙ୍କୁ କାବୁ କରି ପୋଲିସ ଥାନାକୁ ଆଣି ଅଟକ ରଖି ତଦନ୍ତ ଚଲାଇଛି । ପ୍ରକାଶ ଯେ, ସୋମବାର
Read More...

ସଇଁତଲା ବନ ବିଭାଗର ବଡ଼ ସଫଳତା : ଚଢ଼ାଉରେ ମୂଲ୍ୟବାନ କାଠ ସହ ମିନିଟ୍ରକ ଜବତ, ଅଭିଯୁକ୍ତ ଫେରାର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବନ ବିଭାଗ ରେଞ୍ଜ ଅଧୀନରେ ଥିବା କରମତଳା ଓ କନ୍ଧକେଲଗାଁ ବନ ବିଭାଗ ସେକ୍ସନ ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମୂଲ୍ୟବାନ ଶାଗୁଆନ କାଠ ସହ ରାଜ୍ୟ ବାହାରକୁ ଚାଲାଣ ହେଉଥିବା କୁରୁଡୁ କାଠ ଓ ମିନି ଟ୍ରକକୁ ବନ ବିଭାଗ ଜବତ କରି ତଦନ୍ତ
Read More...

ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ପାଇଁ ସପ୍ତମ ବେତନ ଲାଗୁ ପ୍ରକିୟାରେ ଅସନ୍ତୋଷ

ଶିକ୍ଷକ ଓ କର୍ମଚାରୀଙ୍କ ଆନ୍ଦୋଳନ ଚେତାବନୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ, ତଥା ଶିକ୍ଷା କର୍ମଚାରୀମାନଙ୍କୁ ସପ୍ତମ ବେତନ ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତି ଉପରେ ବିଦ୍ୟାଳୟ ଓ
Read More...

ସାବିତ୍ରୀ ସତ୍ୟବାନ ନାଟକ ପାଇଁ ରାମଜୀ ନାଟକ ସଂସ୍ଥା ଦ୍ୱାରା ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ଏକ ମାସ ଧରି ଚାଲିଥିବା ରାମଲୀଳା ନାଟକର ସଫଳ ସମାପ୍ତି ପରେ ରାମଜୀ ନାଟ୍ୟ ସଂସଦ ବଲାଙ୍ଗିରର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୩୦ ତାରିଖରେ ଚଳିତ ବର୍ଷ ସାବିତ୍ରୀ ବ୍ରତ ଉପଲକ୍ଷେ ‘ସାବିତ୍ରୀ ସତ୍ୟବାନ’ ନାଟକ ଆୟୋଜିତ କରିବା ପାଇଁ
Read More...

ରୁଗୁଡିପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ନବୀନ ନାଏକ ଯୋଗ ଦେଇଥିବା ବେଳେ ପୁର୍ବତନ ପ୍ରଧାନ ଶିକ୍ଷକ ମନ୍ଦାକିନୀ ଯୋଷୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମିଝିରାଣୀ
Read More...

ବଲାଙ୍ଗିର ରିଙ୍ଗ୍‌ ରୋଡ୍‌ର ଶେଷ ପର୍ଯ୍ୟାୟରେ କାମ ଚାଲିଥିବା ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ହେଉଛି ରିଙ୍ଗ୍‌ ରୋଡ୍‌ । ରିଙ୍ଗ୍‌ ରୋଡ ନଥିବା ଯୋଗୁଁ ସହରରେ ଦୁର୍ଘଟଣାମାନେ ବଢିବାରେ ଲାଗିଥିବା ବେଳେ ଏହି ରିଙ୍ଗ୍‌ ରୋଡର ଶେଷ ପର୍ଯ୍ୟାୟରେ କାମ ଚାଲିଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି ।
Read More...

ଇଣ୍ଟର୍‌ ସ୍କୁଲ ଷ୍ଟେଟ୍‌ କରାଟେ ଚମ୍ପିୟାନସିପ୍‌ରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୪ ଓ ୧୫ ଦୁଇ ଦିନ ଧରି ଝାରସୁଗୁଡାର ଅଡିଟରିୟମ ସ୍ପୋଷ୍ଟ କମ୍ପେ୍ଲକ୍ସ ଠାରେ ଅଲ ଓଡିଶା ଇଣ୍ଟର ସ୍କୁଲ କରାଟେ ଚମ୍ପିୟାନସିପ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନ ତରଫରୁ ୭ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ
Read More...

ବଡ଼ଗମଡ଼ା ଗାଁରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚାୟତ ବଡ଼ଗମଡ଼ା ଗ୍ରାମରେ ଆଜି ମହାତ୍ମା ଭୀମ ଭୋଇ ଗ୍ରାମ୍ୟ ଉନ୍ନୟନ ସମିତି ପକ୍ଷରୁ ସାପ୍ତାହିକ ବଜାର ପ୍ରାଙ୍ଗଣରେ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସନ୍ଥ କବି ଭୀମ ଭୋଇଙ୍କ
Read More...

ଦେୟ ମୁକ୍ତ ବିଜୁଳି ପାଇଁ ଆପ୍‌ର ଦସ୍ତଖତ ଅଭିଯାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବୀରେ ଆମ୍ ଆଦମୀ ପାର୍ଟି ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଅତାବିରାଠାରେ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଥିଲା । ସାପ୍ତାହିକ ବଜାରଠାରେ ବିଜୁଳି ସମ୍ପର୍କୀତ ଜନ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଲେ ବ୍ଲକ ଇନଚାର୍ଜ
Read More...