pakka
Daily Archives

ସୋନଗଡ଼ ନଦୀ କୂଳେ ଥାଇ ଶୋଷରେ ରହୁଛନ୍ତି ହାତୀସରା ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକୁ ଦିନ ପ୍ରଚଣ୍ଡ ତାତି ବଢ଼ି ଚାଲିଛି । ଜଳ ସ୍ତର ତଳକୁ ତଳକୁ ଯାଉଛି । ଏହି ପରିସ୍ଥିତିରେ ନଦୀକୂଳରେ ଥିବା ଗାଁରେ ମଧ୍ୟ ପ୍ରାୟ ୧୦ ଦିନ ହେଲା ଜଳ ସଙ୍କଟ ବଢ଼ିବାରେ ଲାଗିଛି । ଏଭଳି ସମସ୍ୟା ଉପୁଜିଛି ଦେଓଗାଁ ବ୍ଳକରେ ପ୍ରଭାବିତ ହେଉଥିବା ସୋନଗଡ଼ ନଦୀ
Read More...

କବି ପ୍ରେମାନନ୍ଦ ବେହେରାଙ୍କୁ ରାଜ୍ୟସ୍ତରୀୟ ସନ୍ଥ ଭୀମପ୍ରଭା ସାହିତ୍ୟ ମିତ୍ର ସମ୍ମାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଟକ ସ୍ଥିତ ସାରଳା ଭବନ ଠାରେ ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ଅନୁଗୋଳ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସାହିତ୍ୟ ଓ ଆଧ୍ୟାତ୍ମିକ ସମ୍ମିଳନୀରେ ବରଗଡ଼ ଜିଲ୍ଲା ପଦ୍ମପୁର ସୁସାହିତ୍ୟିକ ତଥା ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସହକାରୀ
Read More...

ଉଚ୍ଚତର ଗବେଷଣା ପାଇଁ ଅଧ୍ୟାପକଙ୍କ ବିଦେଶ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ରସାୟନ ବିଭାଗର ଯୁବ ଅଧ୍ୟାପକ ଡ଼. ବଳରାମ ପ୍ରଧାନ ଆମେରିକା ସ୍ଥିତ ମର୍ଯ୍ୟାଦାଜନକ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ହେଲ୍‌ଥ ଦ୍ଵାରା ମନୋନୀତ ହୋଇ ବିଦେଶ ଯାତ୍ରା କରିଛନ୍ତି । ଏହି ବିଶ୍ୱ ସ୍ତରୀୟ ଅନୁଷ୍ଠାନରେ ସେ ଦୁଇ
Read More...

ଶ୍ରୀ ନୃସିଂହନାଥ ବୈଶାଖ ମେଳା ବିଶ୍ଵଶାନ୍ତି ମହାଯଜ୍ଞ ସହ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶରେ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ଆରାଧ୍ୟା ଦେବତା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ଓ ବୈଶାଖ ମେଳା ମହା ସମାରୋହରେ ଉଦ୍‌ଯାପିତ ପାଳିତ ହୋଇଯାଇଛି । ଏହି ମେଳା ମଇ ୧୨ରୁ ଆରମ୍ଭ ହୋଇ ଆଜି ୧୬ ତାରିଖ ଦିନ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

ଜିଲ୍ଲାରେ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟତାରେ ଅନୁଷ୍ଠିତ
Read More...

ହାଇ ଭୋଲଟେଜ୍ ଇଲେକ୍ଟ୍ରିକ୍ ସକ୍‌ରେ ଶିକାର ହୋଇଥିବା ପାୟଲ୍ ନାଗ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଇ ଭୋଲଟେଜ୍ ଇଲେକ୍ଟ୍ରିକ୍ ସକ୍‌ରେ ଶିକାର ହୋଇଥିବା ପାୟଲ୍ ନାଗ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଭେଟି ନିଜର ସମସ୍ୟା ଜଣାଇଛନ୍ତି । ତେବେ ପାୟଲଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଂଚଳ ରାଣା କହିବା ସହ ସେ
Read More...

ସ୍ୱର୍ଗତ ଚାରଣ ରାମ ଦାସଙ୍କ ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ ପବିତ୍ର ଶ୍ରାଦ୍ଧଦିବସ ପାଳନ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ଜଗନ୍ନାଥ ଧାମ, ଶାସ୍ତ୍ର, ଦର୍ଶନର ବିଶାରଦ, ପ୍ରବଚକ, କଥାବାଚକ ସ୍ୱର୍ଗତ ପଣ୍ଡିତ ଚାରଣ ରାମ ଦାସ ଆଉ ଆମ ଗହଣରେ ନାହାନ୍ତି । ଦେଖୁ ଦେଖୁ ତାଙ୍କ ମୃତ୍ୟୁର ଏକ ବର୍ଷ ଅତିକ୍ରାନ୍ତ ହୋଇଗଲା ଓ ଏହି ଅବସର କ୍ରମେ ଗତକାଲି ସ୍ଥାନୀୟ ଜିଲ୍ଲା
Read More...

ବଲାଙ୍ଗିର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ମୌସୁମୀ ଆରମ୍ଭ ହେବା ପୂର୍ବରୁ ଡ୍ରେନଗୁଡିକୁ ସଫା କରାଯାଇଥିବା ନେଇ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଡ୍ରେନ ଗୁଡିକ ପାଇଁ ଅଦିନିଆ ବର୍ଷା ହେଉ କିମ୍ବା ବର୍ଷା ରୁତୁ ହେଉ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଯାହା ପାଇଁ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ପୌରପାଳିକା ପକ୍ଷରୁ
Read More...

ବଲାଙ୍ଗିର ସହରରେ ଷ୍ଟାମ୍ପ୍‌ ପେପର୍‌ର ଅଭାବୀ ବିକ୍ରି ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଷ୍ଟାମ୍ପ୍‌ ପେପର୍‌ର ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ହିତାଧିକାରୀଙ୍କ ଅଭିଯୋଗ କ୍ରମେ ୧୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ ମିଳୁନାହିଁ । ବାଧ୍ୟ ହୋଇ ଲୋକେ ଚଢା ଦରରେ ୧୦ ଟଙ୍କିଆ ଷ୍ଟାମ୍ପ୍‌ ପେପର୍‌ ବଦଳରେ ୨୦ ଟଙ୍କିଆ ଷ୍ଟାମ୍ପ୍‌
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ଚଣ୍ଡିଖୋଲ : ୧୬ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ବଡ଼ଚଣା ଓଭରବ୍ରିଜ୍ ନିକଟରେ ପଛପଟୁ
Read More...