pakka

ହାଇ ଭୋଲଟେଜ୍ ଇଲେକ୍ଟ୍ରିକ୍ ସକ୍‌ରେ ଶିକାର ହୋଇଥିବା ପାୟଲ୍ ନାଗ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଇ ଭୋଲଟେଜ୍ ଇଲେକ୍ଟ୍ରିକ୍ ସକ୍‌ରେ ଶିକାର ହୋଇଥିବା ପାୟଲ୍ ନାଗ ଆଜି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣାଙ୍କୁ ଭେଟି ନିଜର ସମସ୍ୟା ଜଣାଇଛନ୍ତି । ତେବେ ପାୟଲଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଚଂଚଳ ରାଣା କହିବା ସହ ସେ ବର୍ତ୍ତମାନ ବଲାଙ୍ଗିର ପାର୍ବତୀଗିରି ବାଲନିକେତନରେ ଥଇଥାନ ହୋଇଥିବା ନେଇ ଜିଲ୍ଲାପାଳ ଶ୍ରୀ ରାଣା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × 4 =