Daily Archives

ନବଜାତ ଶିଶୁର ଶବକୁ ଝୁଣି ଖାଇଦେଲେ କୁକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମାଲପଡାର ଏକ ଗଳି ରାସ୍ତାରେ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇଦେଇଛି । ଠିକ୍‌ ସମୟରେ ପୋଲିସ ପହଞ୍ଚି ନପାରିବାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଉକ୍ତ ସ୍ଥାନରେ ଶିଶୁଟିର ଶବଟିକୁ ସକାଳୁ ସକାଳୁ କିଛି
Read More...

ମାଙ୍ଗାନିଜ୍ ବୋଝେଇ ଟ୍ରକ୍ ଜବତ ସହ ୭ ଗିରଫ

ବଡ଼ବିଲ : ବଡ଼ବିଲ ଟଣ୍ଟୋ ନିକଟରୁ ଏକ ମାଙ୍ଗାନିଜ ବୋଝେଇ ୧୪ ଚକିଆ ଟ୍ରକ୍ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ କରାଯାଇଛି । ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ମାଲଦା ସଂରକ୍ଷିତ ଜଙ୍ଗଲ
Read More...

ହନୁମାନ ମନ୍ଦିରରେ ସଂକ୍ରାନ୍ତି ପୂଜା ଓ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୋପବନ୍ଧୁ ନଗରର ହନୁମାନ ମନ୍ଦିରରେ ମହାସମାରୋହରେ ସଂକ୍ରାନ୍ତି ପୂଜା ଓ ନାମଯଜ୍ଞ ଶୃଖଳା ସହ ଅନୁଷ୍ଠିତ ହୋଇଯାଇଛି । ଏହି ସଂକ୍ରାନ୍ତି ପୂଜା ଅବସରରେ ତିନି ଦିନ ଧରି ଚବିଶ ପ୍ରହର ନାମଯଜ୍ଞ ଆୟୋଜିତ ହୋଇଥିବା ବେଳେ ଗତ ୧୪ ତାରିଖ ଦିନ କଳସ
Read More...

ୱେଷ୍ଟର୍ଣ୍ଣ ଯମୁନା କେନାଲରେ ବୁଡ଼ି ୫ଜଣଙ୍କ ମୃତ୍ୟୁ

ହରିୟାଣା : ହରିୟାଣାର ୱେଷ୍ଟର୍ଣ୍ଣ ଯମୁନା କେନାଲରେ ବୁଡ଼ି ୫ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ପହଁରା ଜାଣିନଥିବାରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୱେଷ୍ଟର୍ଣ୍ଣ ଯମୁନା କେନାଲରେ ୯ରୁ ୧୦ଜଣ
Read More...

ଇଟାଭାଟି ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଆର୍‌ଏମ୍‌ସି ନିକଟ ଇଟାଭାଟି ପାଖ ପତରା ଜଙ୍ଗଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବତୀ ଜଣକ ବୌଦ୍ଧ ଜିଲ୍ଲା ଜଗତୀ ଗାଁର ନଳିନୀ ସେଠୀ(୨୫ବର୍ଷ) ଓ ସେ ଏହି ଇଟାଭାଟିରେ ଗତ ୫ମାସ ହେଲା କାମ କରୁଥିଲେ ବୋଲି
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୨ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩୨ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱର ଜୋନ୍‌ ପକ୍ଷରୁ ସ୍ୱର୍ଣ୍ଣିମ ଭାରତ ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜାଦ କି ଅମୃତ ମହୋତ୍ସବ ଅବସରେ ଭୁବନେଶ୍ୱର ଜୋନ୍‌ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର୍ଣ୍ଣିମ ଭାରତ ଅଭିଯାନ ଉଦଘା୍‌ଟିତ ହୋଇଯାଇଛି । ଭୁବନେଶ୍ୱର ବ୍ଲକ ମେଣ୍ଢାଶାଲ ନିକଟ ହରିଡାମଡାଠାରେ ଥିବା ପ୍ରଜାପିତା
Read More...

ହରିଶଙ୍କରରେ କୃଷିଜିଲ୍ଲାସ୍ତରୀୟ କର୍ମଶାଳା

ପାଟଣାଗଡ, (ଗୋରେଖନାଥ ବରିହା) : ପ୍ରସିଦ୍ଧ ହରିଶଙ୍କର ଠାରେ ୧୪ ତାରିଖରୁ ଆରମ୍ଭ ହେଇଥିବା ହରିଶଙ୍କର ମହୋତ୍ସବ ଅବସରରେ ପାଟଣାଗଡ କୃଷିଜିଲ୍ଲା ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କୃଷିଜିଲ୍ଲା ଅଧିକାରୀ ଗୁରେନ୍ଦ୍ରନାଥ ସିଂହ ଅଧ୍ୟକ୍ଷତା କରିଥିଲେ ।
Read More...

ଭୁବନେଶ୍ୱରଠାରେ ଅଟଳ ଟିଙ୍କରିଂ ଲ୍ୟାବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ଅଟଳ ଟିଙ୍କରିଂ ଲ୍ୟାବ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତି ବଢ଼ାଇବ- ଧର୍ମେନ୍ଦ୍ର ପ୍ରଧାନ• ଛାତ୍ରଛାତ୍ରୀଙ୍କୁ ପରାମର୍ଶ, ବୈଜ୍ଞାନିକ ଡ଼.ଏପିଜେ ଅବଦୁଲ କଲାମଙ୍କ ପରି ସ୍ୱପ୍ନ ଦେଖ• ସମଗ୍ର ଶିକ୍ଷା ଅଭିଯାନରେ ଆଗାମୀ ୫ ବର୍ଷ ପାଇଁ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାର ଯୋଜନା•
Read More...

ମୋବାଇଲ ଫୋନର କରାମତି : ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ବାନ୍ଧିଲା ଟିକାବାଲି ପୁଲିସ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ୫ ଜଣ ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏନେଇ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଡକାୟତ ଗ୍ୟାଙ୍ଗକୁ ସେମାନେ
Read More...