Daily Archives

ଥୋମାସ୍ କପ୍ ବିଜେତା ଭାରତୀୟ ଦଳକୁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଥୋମାସ୍ କପ୍ ବିଜେତା ଭାରତୀୟ ଦଳକୁ ଏକ କୋଟି ଟଙ୍କାର ପୁରସ୍କାର ରାଶି ଦେବା ପାଇଁ ଘୋଷଣା କରିଛନ୍ତି ନୂଆଦିଲ୍ଲୀ, (ପିଆଇବି) : ଏକ ଅଭୂତପୂର୍ବ ପଦକ୍ଷେପ ନେଇ, ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଗତକାଲି
Read More...

ସାଊରିଆରେ ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫ୍ରେଣ୍ଡସ କ୍ଲବ ଚମ୍ପିୟାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ ପଞ୍ଚାୟତ ଘୋରଡିଆ ବାରବାଟି ଖେଳ ପଡିଆରେ ପଞ୍ଚାୟତ ପ୍ରିମିୟର ଲିଗ୍‌ ଫାଇନାଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ସ୍ୱାଧୀନ ସେବା ସଂସ୍ଥାନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ପଞ୍ଚାୟତ
Read More...

ଖପ୍ରାଖୋଲ ବ୍ଲକରେ ବିଦାୟ ଓ ସମ୍ୱର୍ଦ୍ଧନା ସମାରୋହ ଅନୁଷ୍ଠିତ

ଖପ୍ରାଖୋଲ, (ଗୋରେଖନାଥ ବରିହା) : ଖପ୍ରାଖୋଲ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଖପ୍ରାଖୋଲ ବ୍ଲକ ସି.ଆର୍‌.ସି.ସି ପରିବାର ତରଫରୁ ନୂତନ ସିଆର୍‌ସିସିମାନଙ୍କୁ ସ୍ୱାଗତ ଓ କାର୍ଯ୍ୟକାଳ ପୂରିଯାଇଥିବା ସିଆର୍‌ସିସି, ବିଆରସିସି ଏବଂ ସ୍ଥାନାନ୍ତର ହୋଇଥିବା ଏବିଓଙ୍କ ଉଦ୍ଦେଶ୍ୟରେ ବିଦାୟ
Read More...