Daily Archives

ସ୍ନେହଲତା ଘଟଣା ୭ ବର୍ଷ ପୁରିଲା : କ୍ରାଇମବ୍ରାଞ୍ଚ ହାତ ଖାଲି, ସିବିଆଇ ତଦନ୍ତ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଠିକ୍‌ ଆଜିକୁ ୭ ବର୍ଷ ତଳେ ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗାଁରେ ସ୍ନେହଲତା ଛତ୍ରିଆ ନାମକ ଏକ ଦଳିତ, ମେଧାବୀ ଛାତ୍ରିକୁ ଗଣ ଧର୍ଷଣ ପରେ ହତ୍ୟା କରାଗଲା । ଘଟଣାଟି ସାରା ଓଡିଶାରେ ଚାଞ୍ଚଲ୍ୟ ଖେଳି ଯାଇଥିବାରୁ ରାଜ୍ୟ ସରକାର
Read More...

ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ…

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସହର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଚେତନାର ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଂଘର ମେଡିକାଲ ପ୍ରକୋଷ୍ଠର ସଂଯୋଜକ ଅଭିଜିତ ପ୍ରତିହାରଙ୍କ ସଂଯୋଜନାରେ
Read More...

ଜାବର ପୂର୍ବତନ ସଭାପତି ସ୍ୱର୍ଗତ ଡମ୍ବରୁଧର ରଣାଙ୍କୁ ଜାବ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜର୍ଣ୍ଣାଲିଷ୍ଟ ଏସୋସିଏସନ୍‌ ଅଫ୍‌ ବରଗଡ (ଜାବ)ର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସ୍ଵର୍ଗତ ଡମ୍ବରୁଧର ରଣାଙ୍କୁ ଆଜି ସ୍ଥାନୀୟ ବରଗଡ ସାମ୍ବାଦିକ ସଂଘ ଅଫିସ୍ କାର୍ଯ୍ୟାଳୟରେ ଜାବ ପକ୍ଷରୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଛି । ସଂଘର ସଭାପତି ରବି
Read More...

ଅସ୍ଥି କର୍କଟ ରୋଗରେ ପୀଡ଼ିତ ସୌଭାଗ୍ୟଙ୍କ ଚିକିତ୍ସା ପାଇଁ ଶିକ୍ଷକ ଦିବସଙ୍କ ସଂଘର୍ଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷକତା ସହ ଅସହାୟ ଲୋକଙ୍କ ପାଇଁ ହେଲ୍ପଲାଇନ ସାଜୁଥିବା ଶିକ୍ଷକ ଦିବସ କୁମାର ସାହୁ ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ଜୀବନ ବଞ୍ଚେଇବା ପାଇଁ କରୁଥିବା ସଂଘର୍ଷ ପ୍ରେରଣାଦାୟୀ ସାଜିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମର
Read More...

ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ’ଙ୍କର ୮୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

“ପ୍ରକୃତି ନିମନ୍ତେ ବିଜ୍ଞାନର ଉପଯୋଗ ଏବଂ ଆଧ୍ୟାତ୍ମିକତା ସହିତ ପ୍ରଯୁକ୍ତିର ସମ୍ମିଶ୍ରଣ ଗତିଶୀଳ ଭାରତର ଆତ୍ମା ଅଟେ”“ଆଜି ଦୁନିଆ ଆମର ଷ୍ଟାର୍ଟଅପ୍ ଗୁଡିକୁ ନିଜର ଭବିଷ୍ୟତ ଭାବେ ଦେଖୁଛି । ଆମର ଉଦ୍ୟୋଗ ଏବଂ ଆମର ‘ମେକ୍ ଇନ୍ ଇଣ୍ଡିଆ’ ବିଶ୍ୱ ସ୍ତରରେ ବିକାଶ ନିମନ୍ତେ ଆଶାର କିରଣ ହେବାରେ
Read More...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚକୁ ବିରୋଧ ପ୍ରସଙ୍ଗକୁ ତୀବ୍ର ସମାଲୋଚନା କଲେ କୋଶଳବାଦୀ ନେତା ଅଚ୍ୟୁତ ସିପୁନ ଖମାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଓକିଲ ସଂଘ ଏକ ବୈଠକରେ ଗତ ୧୮/୫/୨୦୨୨ ତାରିଖ ଦିନ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିରୋଧରେ ଏକ ପ୍ରସ୍ତାବ ପାରିତ ହେବା ସହ ଖୋଲାଖୋଲି ଏହାକୁ ବିରୋଧ କରିଥିଲେ । ଯାହାକୁ ନେଇ ପଶ୍ଚିମ ଓଡ଼ିଶାରେ ବ୍ୟାପକ ଜନ
Read More...

ଫିଫା ୧୭ ବର୍ଷରୁ କମ୍‌ ମହିଳାଙ୍କ ବିଶ୍ୱକପ୍‌ ପକ୍ଷରୁ ୫୦୦ ପିଲାଙ୍କୁ ନେଇ ଭୁବନେଶ୍ୱରରେ କିକ୍‌ ଅଫ୍‌ ଦି ଡ୍ରିମ୍‌…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫିଫା ୧୭ ବର୍ଷରୁ କମ୍‌ ମହିଳାଙ୍କ ବିଶ୍ୱ କପ୍‌ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍‌ଓସି)ର ଏକ ପ୍ରମୁଖ ଅଭିଯାନ କିକ୍‌ ଅଫ୍‌ ଦି ଡ୍ରିମ୍‌ ଫୁଟବଲ କାର୍ନିଭାଲ ଉଦଘାଟନୀ ଓଡ଼ିଶା ସଂସ୍କରଣ ଭୁବନେଶ୍ୱରରେ କିଟ୍‌ ବିଶ୍ୱବିଦ୍ୟାଳୟ କ୍ରିକେଟ୍‌ ପଡ଼ିଆରେ
Read More...

ମିନାକ୍ଷୀ ଧରଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ମିନାକ୍ଷୀ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ : ସୌମ୍ୟରଂଜନ ରାଉରକେଲା, (କେପିଏନ୍‌ଏସ୍‌) : ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମ୍‌ଏଫ୍‌ଆଇର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତା ମିନାକ୍ଷୀଙ୍କ ପ୍ରଥମ ସ୍ମୃତିଚାରଣ ସଭା ସ୍ଥାନୀୟ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର
Read More...

ମୂନିନ୍ଦା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କଲେ ବିଡିଓ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ପଞ୍ଚାୟତ ସମିତି ଅଧିନସ୍ଥ ମୂନିନ୍ଦା ଗ୍ରାମ ପଞ୍ଚାୟତର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ଉପରେ ମଣ୍ଡଳ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ପଞ୍ଚାୟତ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ
Read More...

ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ଡ଼ ବିଜୟା ନନ୍ଦ ସେଠୀଙ୍କ ମହାନତା : ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ପରାମର୍ଶ…

ପାଟଣାଗଡ, (ଗୋରେଖନାଥ ବରିହା) : କେତୋଟି କୋମଳମତି ଶିଶୁଙ୍କ ଅନୁରୋଧ ରକ୍ଷା କରି ଛୁଟିଦିନରେ ଉଦୁଉଦିଆ ଖରାରେ ପାଦରେ ଚାଲି ଚାଲି ତିନି କିଲୋମେଟର ରାସ୍ତା ଚାଲିବା ଅଧିକାରୀ ହେଉଛନ୍ତି ପାଟଣାଗଡ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଯାହାକି ଅଞ୍ଚଳର ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି
Read More...