Daily Archives

ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ଡଃ ସୁମନ ଦତ୍ତ ସମ୍ବର୍ଦ୍ଧିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର କମିଶନରଙ୍କ ସମ୍ମିଳନୀ କକ୍ଷରେ ଓଡିଶା ଅବସରପ୍ରାପ୍ତ ଆରକ୍ଷୀ ପଦାଧିକାରୀ କଲ୍ୟାଣ ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଓଡିଶା ପୋଲିସର ମହାନିର୍ଦେଶକ ସୁନୀଲ କୁମାର ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ପୋଲିସର ମହନୀୟତା ଏବଂ
Read More...

ଦେଶରେ ପ୍ରଥମ ଖାଉଟି ବିବାଦ ସମାଧାନ ଆୟୋଗର ରାଜ୍ୟସ୍ତରୀୟ ତିନିଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ

ବଲାଙ୍ଗିର ଜିଲ୍ଲାରୁ ଜିଲ୍ଲା ପେନାଲ ସଦସ୍ୟା ଜ୍ୟୋସ୍ନା ମିଶ୍ରଙ୍କ ପ୍ରତିନିଧିତ୍ୱ ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବ ଭାରତରେ ପ୍ରଥମ କରି ଓଡିଶା ରାଜ୍ୟ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଆଗ୍ରହ କ୍ରମେ ରାଜ୍ୟ ଖାଉଟି ବିବାଦ ସମାଧାନ ଆୟୋଗର ତିନିଦିନିଆ ପ୍ରଶିକ୍ଷଣ ଶିବିର
Read More...

ଗଛ ମୂଳରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଘଟଣା : ନିଦାବିଷ୍ଣୁ ଶିକ୍ଷା ବିଭାଗ, ଖବର ପ୍ରସାରଣ ପରେ ଗଣମାଧ୍ୟମ ପ୍ରତିନିଧି…

ଘଟଣାକୁ ନେଇ ଆନ୍ଦୋଳନ ଚେତାବନୀ ଦେଇଛନ୍ତି କୋଶଳ ମୁକ୍ତି ମୋର୍ଚ୍ଚା ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ସିଲିଙ୍ଗପଡାରେ ଦୀର୍ଘ ୫ ବର୍ଷରୁ ଅଧିକ ଦିନ ହେବ ଛାତ୍ରଛାତ୍ରୀମାନେ ଗଛମୂଳେ ପାଠ ପଢ଼ୁଛନ୍ତି । ଏନେଇ ବ୍ଲକ ଶିକ୍ଷା ଅଧିକାରୀମାନେ
Read More...

ସାହିତ୍ୟ ଘର ସହରର ଚରିତ୍ର ସହ ସଂପର୍କର ସେତୁ

ଅନୁଭବ ନଥିଲେ ସାହିତ୍ୟ ଲେଖା ହୋଇପାରିବ ନାହିଁ : ସୌମ୍ୟରଂଜନ ରାଉରକେଲା, (ସସ୍ମିତା ପ୍ରଧାନ) : ଅନୁଭବ ନଥିଲେ ସାହିତ୍ୟ ଲେଖା ହୋଇପାରିବ ନାହିଁ । ସମ୍ବାଦ ସାହିତ୍ୟ ଘର ସହରର ଚରିତ୍ର ସହ ସଂପର୍କର ସେତୁ ରୂପେ କାର୍ଯ୍ୟ କରୁଛି ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି । ସମ୍ବାଦ
Read More...

ଖଡ଼ିଆଳ ହାଜତରେ ଯୁବକଙ୍କୁ ମାଡ : ନିନ୍ଦା କଲେ ବିଧାୟକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ହାଜତ ଭିତରେ ଜଣେ ଯୁବକଙ୍କୁ ପୋଲିସ ଅଧିକାରୀ(ଏସ୍‌ଆଇ) ମାଡ ମାରିବା ଘଟଣା । ଏହାକୁ ନିନ୍ଦା କରିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ । ଏହାସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବୀ କରିଛନ୍ତି । ସୂଚନା ଅନୁସାରେ,
Read More...

ଭେଉଁରିଆ ଛକ ପୋଲିସ ସହାୟତା କେନ୍ଦ୍ର ନିକଟରେ ଖାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର ମୁଖ୍ୟଛକ ଭାବରେ ଜଣାଶୁଣା ଭେଉଁରିଆ ଛକର ପୋଲିସ ସହାୟତା କେନ୍ଦ୍ର ନିକଟରେ ପିଏଚ୍‌ଡି ପାଣିଟାଙ୍କି ଚାବିଥିବା ଢାଙ୍କୁଣୀ ଆଜିକୁ କେତେ ଦିନ ହେଲାଣି ଭାଙ୍ଗିଯାଇ ଖାଲ ସୃଷ୍ଟି ହୋଇଅଛି । ଏହି ଖାଲ ଭିତରେ ପଡିଯାଇ ଛୋଟ ବଡ ଦୁର୍ଘଟଣାର
Read More...

ଫଟାମୁଣ୍ଡା ନିକଟରେ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର : ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଏକ ମାଲବାହୀ ଟ୍ରକ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରତର ବାଇକ ଆରୋହୀ ଦ୍ୱୟ
Read More...

ମାଲଗୋଦାମପଡାରୁ ୧ କେଜି ଓଜନର ଗୋଧି ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମାଲଗୋଦାମପଡାର ଗୁଡ୍ଡୁ ହରପାଲ୍‌ଙ୍କ ଘରୁ ଏକ ୧ କେଜି ଓଜନର ଗୋଧି ଉଦ୍ଧାର ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗୁଡ୍ଡୁ ନିଜ ଘରେ ଏକ ଗୋଧିକୁ ଦେଖିବାକୁ ପାଇ ସଙ୍ଗେ ସଙ୍ଗେ ସାପ ଧରାଳୀ ଦେବରାଜଙ୍କୁ ଯୋଗାଯୋଗ କରିଥିଲେ । ପରେ ଖବର ପାଇ
Read More...

ପୂର୍ବାଞ୍ଚଳ କରାଟେରେ ବଲାଙ୍ଗିର ଜିଲ୍ଲାର ସଫଳତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ଚାଲିଥିବା ଦ୍ୱିତୀୟ ପୂର୍ବାଞ୍ଚଳ କରାଟେ ପ୍ରତିଯୋଗିତା ୨୦୨୨ରେ ବଲାଙ୍ଗିର କରାଟେ ସ୍କୁଲ ଛାତ୍ରୀ ତମନ୍ନା ମେହେର ୧୧ବର୍ଷ(-୩୦କେଜି) କୁମିତିରେ ସ୍ୱର୍ଣ୍ଣ ଏବଂ ମୋନାଲିସା ବାରିକ ୧୩ବର୍ଷ(-୪୫କେଜି) ବିଭାଗରେ
Read More...

ୱାର୍ଡ ନଂ.୯କୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ.୯କୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ । ଏହି ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଅତି ଶୀଘ୍ର କରାହେବ ବୋଲି ପ୍ରତିଶୃତି ଦେଇଥିଲେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ । ଏହି ପରିଦର୍ଶନ ସମୟରେ
Read More...