Daily Archives

ପିପିଏ ବୋର୍ଡ ସଦସ୍ୟା ହେଲେ ଯାମିନୀ ଷଡଙ୍ଗୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପାରାଦ୍ୱୀପ ବନ୍ଦର ପ୍ରାଧିକରଣ(ପିପିଏ) ବୋର୍ଡ ସଦସ୍ୟା ଭାବେ ଆଇଏଏସ୍‌ ଅଧିକାରୀ ତଥା ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀଙ୍କୁ ନିଯୁକ୍ତ କରିଛନ୍ତି । ନିଯୁକ୍ତି ସଂପର୍କରେ କେନ୍ଦ୍ର ବନ୍ଦର, ଜାହାଜ
Read More...

ବୁର୍ଡା ଲାଇନଜୁରୀ ଠାରେ ବାଇକ ଧକ୍କାରେ ମୃତ୍ୟୁ ବରଣ କରିଥିବା ସାଇକେଲ ଆରୋହୀଙ୍କ ବଲାଙ୍ଗିର ପୋଷ୍ଟମୋର୍ଟମ କେନ୍ଦ୍ରରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଲାଇନଜୁରୀ ଠାରେ ଏକ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମୃତ ସାଇକେଲ ଆରେହୀଙ୍କ ଶବକୁ ପୋଲିସ ବଲାଙ୍ଗିର ପୋଷ୍ଟମୋର୍ଟମ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇ ମୃତ ସାଇକେଲ
Read More...

ବାଂଲାଦେଶର ଭୋଟର ତାଲିକାରେ ଟିଏମ୍‌ସି ପ୍ରାର୍ଥିନୀଙ୍କ ନାମ, ବିଧାନସଭା ନିର୍ବାଚନରେ ​​ମମତା ଦେଇଥିଲେ ଟିକେଟ

ନୂଆଦିଲ୍ଲୀ : ୨୦୨୧ ମସିହାରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବାଂଲାଦେଶୀ ମହିଳା ଆଲୋ ରାନୀ ସାର୍କଙ୍କ ବିଷୟରେ ନୂତନ ଖୁଲାସା ସାମ୍‌ନାକୁ ଆସିଛି । ତାଙ୍କୁ ମମତା ବାନାର୍ଜୀ ଟିକେଟ ଦେଇଥିଲେ । ବର୍ତ୍ତମାନ ଏହା ସାମ୍ନାକୁ ଆସିବା ପରେ ରାଜନୀତି ଜଗତରେ ଆଲୋଚନ ସୃଷ୍ଟି
Read More...

ତେଣ୍ଡାପଦରଠାରେ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଖଳିଆପାଲି ପଞ୍ଚାୟତ ତେଣ୍ଡାପଦର ଗ୍ରାମରେ ଷୋହଳ ପ୍ରହରୀ ନାମ ଯଜ୍ଞ ଉଦ୍‌ଯାପିତ ହୋଇଯାଇଅଛି । ଷୋହଳ ପ୍ରହର ନାମଯଜ୍ଞରେ ପ୍ରଥମେ କଳସ ସ୍ଥାପନା ସହ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଷୋହଳ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଥିଲା । ପୂଜା କର୍ତ୍ତା
Read More...

ଲାଞ୍ଚ ନେବା ଅଭିଯୋଗରେ ନିଲମ୍ୱିତ ହେଲେ ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲାଞ୍ଚ ନେବା ଅଭିଯୋଗରେ ଲରମ୍ଭା ବନବିଭାଗର ଫରେଷ୍ଟର ଭାଗବତିଆ ଦାସ ଏବଂ ଫରେଷ୍ଟଗାର୍ଡ ଗୋପାଳ ଗଡତିଆଙ୍କୁ ବଲାଙ୍ଗିର ଡି.ଏଫ.ଓ ନୀତିଶ କୁମାର ନିଲମ୍ୱିତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଭରତବାହାଲ ଗାଁର କରୁଣାକର ମିଶ୍ରଙ୍କ ସିଜ ହୋଇଥିବା ଟ୍ରାକ୍ଟରକୁ
Read More...

୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୧ ଅଟକ

ଜୟପୁର : ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ପୋଲିସ ଚଢାଉ କରି ୮ କ୍ବିଣ୍ଟାଲରୁ ଗଂଜେଇ ଜବତ କରିଥିବା ଜଣାପଡିଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୪୨ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଟ୍ରକରେ ନଡିଆା ସହ ଗଞ୍ଜେଇ ବୋଝେଇ ହୋଇ ଔରଙ୍ଗାବାଦ
Read More...

ବଜ୍ରାଘାତରେ ଜଣେ ମୃତ ୨ ଗୁରୁତର

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରିବା ବେଳେ ବଜ୍ରାଘାତରେ ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ
Read More...

ରାସ୍ତାକଡ ଗଛକୁ ପିଟିଲା କାର୍‌, ୪ ଗୁରୁତର

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ-ଖପରାଖୋଲ ରାସ୍ତାର ବାଙ୍କିବାହାଲ ଗ୍ରାମ ହନୁମାନ ମନ୍ଦିର ନିକଟରେ ରାସ୍ତାକଡର ଏକ ଗଛକୁ କାର୍‌(ଓଡି ୦୩ ଏଲ୍‌ ୮୦୬୧) ଧକ୍କା ଦେଇଥିଲା । ଫଳରେ କାର୍‌ରେ ଥିବା ଜ୍ୟୋତି ଅଗ୍ରୱାଲ, ଅବିନାଶ ଜୈନ, ଗୁନଗୁନ ଅଗ୍ରୱାଲ ଓ ସୁମନ ଅଗ୍ରୱାଲ ଗୁରୁତର ଆହତ
Read More...

କଟୁରୀରେ ଆକ୍ରମଣ ପରେ ଘରେ ପଶି ଲୁଟ୍ ଉଦ୍ୟମ : କାବୁ କଲେ ଗ୍ରାମବାସୀ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ ଅନନ୍ତପୁରରେ ସମ୍ପର୍କୀୟା ଭଉଣୀଙ୍କୁ କଟୁରୀରେ ଆକ୍ରମଣ ପରେ ଘରୁ ଗହଣା ଲୁଟ୍‌ ଉଦ୍ୟମ ବେଳେ ଗ୍ରାମବାସୀମାନେ ଦୁର୍ବୃତ୍ତକୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ସୂଚନାନୁଯାୟୀ, ବାଲେଶ୍ଵର ଜିଲ୍ଲା ସଦର ଥାନା ଚଷାଖଣ୍ଡ ପଞ୍ଚାୟତ
Read More...

ଦୋଳି ଖେଳୁଥିବା ବେଳେ ପଥର ଖୁଣ୍ଟି ପଡି ଭଉଣୀ ମୃତ, ଭାଇ ଗୁରୁତର

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଭୟପୁର ଗାଁରେ ଦୋଳି ଖେଳିବା ସମୟରେ ପଥର ଖୁଣ୍ଟି ପଡି ଯିବାରୁ ୫ ବର୍ଷର ଭଉଣୀର ମୃତ୍ୟୁ ଘଟିଥିବା ବେଳେ ୮ ବର୍ଷର ଭାଇ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଅଭୟପୁର ଗାଁର ସହଦେବ ରାଉତଙ୍କ ଝିଅ ବେବିନା (୫) ଏବଂ ପୁଅ ଓମ ପ୍ରକାଶ
Read More...
error: Content is protected !!