ବୁର୍ଡା ଲାଇନଜୁରୀ ଠାରେ ବାଇକ ଧକ୍କାରେ ମୃତ୍ୟୁ ବରଣ କରିଥିବା ସାଇକେଲ ଆରୋହୀଙ୍କ ବଲାଙ୍ଗିର ପୋଷ୍ଟମୋର୍ଟମ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଲାଇନଜୁରୀ ଠାରେ ଏକ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମୃତ ସାଇକେଲ ଆରେହୀଙ୍କ ଶବକୁ ପୋଲିସ ବଲାଙ୍ଗିର ପୋଷ୍ଟମୋର୍ଟମ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇ ମୃତ ସାଇକେଲ ଆରେହୀଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ମୃତ ସାଇକେଲ ଆରୋହୀ ଜଣକ ହେଲେ ବୁର୍ଡା ଗ୍ରାମର ଲାଜାର ତାଣ୍ଡି ବୋଲି ଜଣାପଡିଛି ।

Leave A Reply

Your email address will not be published.